Tuesday , October 19 2021
Breaking News
Home / ତାଜା ଖବର / ବାଘ ଛାଲ ରାକେଟ ସକ୍ରିୟ : ବାଲିଗୁଡା ବନଖଣ୍ଡ ଅଞ୍ଚଳରୁ ବାଘ ଛାଲ ଜବତ : ଜଣେ ଗିରଫ

ବାଘ ଛାଲ ରାକେଟ ସକ୍ରିୟ : ବାଲିଗୁଡା ବନଖଣ୍ଡ ଅଞ୍ଚଳରୁ ବାଘ ଛାଲ ଜବତ : ଜଣେ ଗିରଫ

ବାଲିଗୁଡ଼ା,୦୬/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ରେଞ୍ଜ ର ସିର୍ତ୍ତିଗୁଡା ଛକ ନିକଟରୁ ଏକ ବାଘ ଛାଲ ଜବତ ହୋଇଛି । ବିକ୍ରି ପାଇଁ ଡିଲ ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ ଓ ଏସଟିଏଫ ଟିମ ର ମିଳିତ ଉଦ୍ୟମ ରେ ଚଢ଼ାଉ କରି ବାଲିଗୁଡା ହାଟପଦା ସାହିର ବିଦ୍ୟାଧର ନାୟକଙ୍କୁ ଗିରଫ କରିବା ସହ ୮ଫୁଟ ର ଏକ ବାଘ ଛଲ ଜବତ କରି ଏହି ବାଘ ଛାଲ କେଉଁ ଜଙ୍ଗଲ ର ଏବଂ ଏହି ରାକେଟ ରେ କେଉଁ ମାନେ ସଂପୃକ୍ତ ସେ ସଂପର୍କ ରେ ତଦନ୍ତ ଜାରି ରହିଥିବା ବିଷୟ ବାଲିଗୁଡା ଏସିଏଫ୍ଓ ଡ.ରୁଦ୍ର ପ୍ରସାଦ ରଥ କହିଛନ୍ତି। ଓଡିଶା ସମାଚାର

About admin

Check Also

ମାଟି ତଳୁ ଉଦ୍ଧାର ସୁନା ଚେନ୍ ଓ ପାଉଁଜି ମମିତାଙ୍କର , ଫେରାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ

କଳାହାଣ୍ଡି ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାର ତଦନ୍ତ ରେ ଅଗ୍ରଗତି ଘଟିଛି । …

Leave a Reply

Your email address will not be published. Required fields are marked *