Tuesday , October 26 2021
Breaking News
Home / ବିଶେଷ / ରୁଦ୍ର ପ୍ରତାପ ମହାରଥୀ ଙ୍କ ଶପଥ ଗ୍ରହଣ

ରୁଦ୍ର ପ୍ରତାପ ମହାରଥୀ ଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର,୦୫/୧୦/୨୦୨୧(ଓଡ଼ିଶା ସମାଚାର)- ରୁଦ୍ର ପ୍ରତାପ ମହାରଥୀ ଆଜି ପିପିଲି ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି । ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ରୁଦ୍ର ପ୍ରତାପ ମହାରଥୀ ଙ୍କୁ ଶପଥପାଠ କରାଇଛନ୍ତି । ଭୋଟ ଗଣତିରେ ଶ୍ରୀ ମହାରଥୀ ବିଜୟୀ ଘୋଷିତ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *