Friday , August 12 2022
Breaking News
Home / ବିଶେଷ / ନିଖୋଜ ବରିଷ୍ଠ ନାଗରିକଙ୍କ ମୃତ ଦେହ କାଠଯୋଡି ନଦୀର ଆଳିପିଙ୍ଗଳ ନିକଟରୁ ମିଳିଲା

ନିଖୋଜ ବରିଷ୍ଠ ନାଗରିକଙ୍କ ମୃତ ଦେହ କାଠଯୋଡି ନଦୀର ଆଳିପିଙ୍ଗଳ ନିକଟରୁ ମିଳିଲା

 କଟକ ସଦର, ୦୫/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା) : ଗତକାଲି ସୋମଵାର ପ୍ରତିଶ୍ୟୁରୁ ସୈ।ଚ ହେଵାକୁ ଯାଇଁ ଘରକୁ ଫେରିନଥିଵା ଉତ୍ତରଶାସନ ପଞ୍ଚାୟତ ମଧ୍ୟଶାସନ ଗ୍ରାମର ବରିଷ୍ଠ ନାଗରିକ କଵିପ୍ରସାଦ ଦାଶଙ୍କ ମୃତ ଦେହ ଆଜି ମଙ୍ଗଳଵାର କାଠଯୋଡି ନଦୀର ଆଳିପିଙ୍ଗଳ ନିକଟରୁ ମିଳିଥିବା ଜଣାପଡିଛି। ସୈ।ଚ ହେଵାକୁ ଯାଇଥିବା ବେଳେ କୈ।ଣସି କାରଣରୁ ଗୋଡ ଖସିଯାଇ ନଦୀରେ ଭାସିଯାଇଥିବା ଅନୁମାନ କରାଯାଉଛି। ନିଖୋଜ ସମ୍ପର୍କରେ ଗତକାଲି ‘ଓଡିଶା ସମାଚାର’ ରେ ବିସ୍ତୃତ ଖଵର ପ୍ରକାଶ ପାଇଥିଲା। ଓଡ଼ିଶା ସମାଚାର

About admin

Check Also

ପୁଲିସ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ କର୍ମଚାରୀଙ୍କ ନାମ ଘୋଷଣା

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)-  ସ୍ବାଧୀନତା ଦିବସ ଅବସରରେ ପୁଲିସ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ କର୍ମଚାରୀଙ୍କ ନାମ ଘୋଷଣା ହୋଇଛି। …

Leave a Reply

Your email address will not be published.