Saturday , October 16 2021
Breaking News
Home / ତାଜା ଖବର / ତାଜା ଖବର : ଆଲବମ୍ ଅଭିନେତା ଓ ସହଯୋଗୀଙ୍କ ଠାରୁ ୩ ଟି ବନ୍ଧକ ଓ ୧୬ ରାଉଣ୍ଡ ଗୁଳି ଜବତ, ୪ଗିରଫ

ତାଜା ଖବର : ଆଲବମ୍ ଅଭିନେତା ଓ ସହଯୋଗୀଙ୍କ ଠାରୁ ୩ ଟି ବନ୍ଧକ ଓ ୧୬ ରାଉଣ୍ଡ ଗୁଳି ଜବତ, ୪ଗିରଫ

କଟକ, ୦୫/୧୦/୨୦୨୧(ଓଡ଼ିଶା ସମାଚାର)- ଆଲବମ୍ ଅଭିନେତା ତଥା ନିର୍ଦ୍ଧେଶକ ଓ ତାଙ୍କ ର ୩ ଜଣ ସହଯୋଗୀଙ୍କ ଠାରୁ ୩ ଟି ବନ୍ଧକ ଓ ୧୬ ରାଉଣ୍ଡ ଗୁଳି ଜବତ କରାଯିବା ସହିତ ସମ୍ପୃକ୍ତ ୪ ଜଣ ଙ୍କୁ ଗିରଫ କରାଯାଇଛି । କଟକ ବାଦାମବାଡ଼ି ଅଂଚଳରେ ଆଲବମ୍ ଅଭିନେତା ତଥା ନିର୍ଦ୍ଧେଶକ ଜିତୁ ରାଉତ ଓ ତାଙ୍କର ୩ ଜଣ ସହଯୋଗୀଙ୍କ ଠାରୁ ବନ୍ଧୁକ ଓ ଗୁଳି ଜବତ କରାଯିବା ଦ୍ୱାରା ଦଶହରା ପୂଜା ପୂର୍ବରୁ ଏହା ଏକ ବଡ଼ ସଫଳତା ବୋଲି କୁହାଯିବ । ଗିରଫ ସମସ୍ତ ଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ମାମଲା ରହିଥିବା ପୋଲିସ ପ୍ରକାଶ କରିଛି । ଓଡ଼ିଶା ସମାଚାର

About admin

Check Also

ତରଡିପାଳରେ ଭଲିବଲ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇର ଧୋୟାଳକୁ ଏକଦା ଭଲିବଲ ଖେଳର ଏନ୍ତୁଡିଶାଳ କୁହାଯାଉଥିଲା । ବିଶେଷକରି ତରଡିପାଳ, …

Leave a Reply

Your email address will not be published. Required fields are marked *