Thursday , May 26 2022
Breaking News
Home / ବିଶେଷ / ସୋମିଆଲ ମିଡ଼ିଆ ସରଭର ଡ଼ାଉନ୍

ସୋମିଆଲ ମିଡ଼ିଆ ସରଭର ଡ଼ାଉନ୍

ଭୁବନେଶ୍ୱର,୦୪/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି ସନ୍ଧ୍ୟା ପ୍ରାୟ ୯ ଟା ୧୫ ରୁ ସୋମିଆଲ ମିଡ଼ିଆ ସରଭର ଡ଼ାଉନ୍ ରହିଛି । ସୋସିଆଲ ମିଡ଼ିଆ ଯଥା: ଫେସ ବୁକ୍, ଇନଷ୍ଟାଗ୍ରାମ, ମେସେଂଜର, ହ୍ୱାଟ୍ସ ଆପ୍ ଆଦି ସନ୍ଧ୍ୟା ପ୍ରାୟ ୯ ଟା ୧୫ ରୁ ବର୍ତମାନ ସୁଦ୍ଧା ଖୋଲୁନାହିଁ । ଫଳରେ ଫେସ ବୁକ୍, ଇନଷ୍ଟାଗ୍ରାମ, ମେସେଂଜର, ହ୍ୱାଟ୍ସ ଆପ୍ ଆଦି ବ୍ୟବହାର କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଖୁବ ଶୀଘ୍ର ଏହା ର ସୁଧାର ଆସିବ ବୋଲି ମେସେଜ ଆସୁଛି । ଇଂଟରନେଟ ସର୍ଭର ମଧ୍ୟ ଡ଼ାଉନ୍ ରହିଛି । ଓଡ଼ିଶା ସମାଚାର

About admin

Check Also

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …

Leave a Reply

Your email address will not be published. Required fields are marked *