Friday , October 22 2021
Breaking News
Home / ବିଶେଷ / ସୈ।ଚ ହେଵାକୁ ଯାଇ ଘରକୁ ଫେରି ନଥିଵା ବରିଷ୍ଠ ନାଗରିକଙ୍କ ପତ୍ତା ମିଳୁନାହିଁ

ସୈ।ଚ ହେଵାକୁ ଯାଇ ଘରକୁ ଫେରି ନଥିଵା ବରିଷ୍ଠ ନାଗରିକଙ୍କ ପତ୍ତା ମିଳୁନାହିଁ

କଟକ ସଦର,୦୪/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କନ୍ଦରପୁର ନିକଟସ୍ଥ ଉତ୍ତରଶାସନ ପଞ୍ଚାୟତ ମଧ୍ୟଶାସନ ଗ୍ରାମର ବରିଷ୍ଠ ନାଗରିକ କଵିପ୍ରଶାଦ ଦାଶ(୬୬) ସଵୁଦିନ ପରି ଆଜି ସୋମବାର ଭୋର ୪ଟାରେ ସୈ।ଚ ହେଵାକୁ ମାଛଗାଁ କେନାଲ ଵନ୍ଧକୁ ଆସି ସଂଧ୍ୟା ପର୍ୟ୍ୟନ୍ତ ଘରକୁ ଫେରିନଥିଵା ଵିରିଡି ଥାନାରେ ଅଭିଯୋଗ ହୋଇଛି। କେନାଲରେ ଭରା ପାଣି ଥିଵାରୁ ନିଖୋଜ କଵିପ୍ରଶାଦ ଖସିଯାଇ ଥାଆନ୍ତି ଵୋଲି ଲୋକେ ଅନୁମାନ କରୁଥିଵା ଵେଳେ ପୋଲିସ୍ ପକ୍ଷରୁ ସେଥିପାଇଁ କୈ।ଣସି ବ୍ୟବସ୍ଥା କରାଯାଇନଥିଵା ଜଣାପଡିଛି। ଯଦି କେହି ସହୃଦୟ ବ୍ୟକ୍ତି କଵିଙ୍କର ସନ୍ଧାନ ପାଆନ୍ତି ତେଵେ ବିରିଡ଼ି ଥାନା କିମ୍ବା ତାଙ୍କ ପରିଵାର ଲୋକଙ୍କୁ ଜଣାଇଵାକୁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ ନିଖୋଜ କଵିପ୍ରଶାଦ ଗଲା ଵେଳେ ନୀଳ ନଙ୍ଗର ଲୁଙ୍ଗି ଓ ସମ୍ଵଲପୁରୀ ଗାମୁଛା ସହ ଯାଇଥିଵା ଜଣାଯାଇଛି। ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *