Monday , December 6 2021
Breaking News
Home / ବିଶେଷ / ବଲିଉଡ୍ ସୁପରଷ୍ଟାର ଶାହାରୁଖଙ୍କ ପୁଅ ଆର୍ଯ୍ୟାନ୍ ଙ୍କୁ କୋକେନ୍ ସେଵନ ଓ କିଣାଵିକା ଅଭିଯୋଗରେ ଗିରଫ କଲେ ଏନସିଵି ର ଓଡିଆ ଅଫିସର ଏସ୍ ଏନ୍ ପ୍ରଧାନ

ବଲିଉଡ୍ ସୁପରଷ୍ଟାର ଶାହାରୁଖଙ୍କ ପୁଅ ଆର୍ଯ୍ୟାନ୍ ଙ୍କୁ କୋକେନ୍ ସେଵନ ଓ କିଣାଵିକା ଅଭିଯୋଗରେ ଗିରଫ କଲେ ଏନସିଵି ର ଓଡିଆ ଅଫିସର ଏସ୍ ଏନ୍ ପ୍ରଧାନ

କଟକ ସଦର,୦୪/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଗତ ଶନିବାର ରାତିରେ ମୁମ୍ବାଇ ରୁ ଗୋଆ ଯାଉଥିବା କାର୍ଡୋଲିଆ ଏମପ୍ରେସ୍ ନାମକ ଏକ ବିଳାସପୂର୍ଣ୍ଣ ଯାତ୍ରୀବାହୀ ଜାହାଜ କୃଜ୍ ଉପରେ ଚଢାଉ କରି ଜାହାଜରେ ରେଭ୍ ପାର୍ଟି ଚାଲିଥିବା ବେଳେ ସେଥିରେ ମାଦକ ଦ୍ରବ୍ୟ କାରଵାର ହେଉଥିବା ଅଭିଯୋଗ ଉପରେ ଏନସିଵି( ନାର୍କୋଟିକ୍ କଣ୍ଟ୍ରୋଲ ଵ୍ୟୁରୋ) ର ଓଡିଆ ଅଧିକାରୀ ଏସ୍ ଏନ୍ ପ୍ରଧାନ ଙ୍କ ଟିମ୍ ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନ୍ ଓ ଗୈ।ରୀ ଖାନ୍ ଙ୍କ ଵଡ ପୁଅ ଆର୍ଯ୍ୟାନ୍ ଖାନ୍ (୨୩)ଙ୍କ ସମେତ ୮ ଜଣଙ୍କୁ ଗିରଫ କରିଥିଵା ଜଣାଯାଇଛି। ଓଡ଼ିଆ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ପ୍ରକାଶିତ ହେଵାପରେ ଓଡିଶା ଓ ଓଡିଆଙ୍କ ମଧ୍ୟ ରେ ଗର୍ଵ ଅନୁଭବ ହୋଇଛି। ସୂଚନାଯୋଗ୍ୟ ଯେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଙ୍କ ମୃତ୍ୟୁ ପରେ ଏନସିଵି ଅଧିକାରୀ ଙ୍କ ନଜର ସଵୁଵେଳେ ବଲିଉଡ୍ ଉପରେ ନିବଦ୍ଧ ରହିଛି। ଓଡ଼ିଶା ସମାଚାର

About admin

Check Also

ଜୱାଦ ବାତ୍ୟା ଜନିତ ବର୍ଷାରେ ସହର ସମେତ ଗ୍ରାମାଂଚଳ ଜଳାର୍ଣ୍ଣବ

କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଲଘୁଚାପ ଯୋଗୁ ଜୱାଦ ବାତ୍ୟା ଜନିତ ପ୍ରବଳ ବର୍ଷାରେ କେନ୍ଦ୍ରାପଡା ସହର ସମେତ ସହରର ଆଖପାଖ ଗ୍ରାମାଂଚଳର …

Leave a Reply

Your email address will not be published. Required fields are marked *