କେନ୍ଦ୍ରାପଡ଼ା,୦୩/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ଆଜି ୮ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଆଳି, ଡ଼େରାବିଶି, ଗରଦପୁର, କେନ୍ଦ୍ରାପଡ଼ା ମୁନିସିପାଲିଟି ରେ ଜଣେ ଲେଖା ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡ଼ା ବ୍ଲକ୍ ଓ ମାର୍ଶାଘାଇ ବ୍ଲକ୍ ରେ ୨ ଜଣ ଲେଖା ଏହିପରି ୮ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର