Sunday , January 23 2022
Breaking News
Home / ବିଶେଷ / ସାପକାମୁଡ଼ାରେ ମୃତ୍ୟୁ 

ସାପକାମୁଡ଼ାରେ ମୃତ୍ୟୁ 

ଗରଦପୁର,୦୨/୧୦/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବଡ଼ବେତ୍ରା ଗ୍ରାମ ପଂଚାୟତ ଅଧିନସ୍ଥ କୁସୁନପୁର ଗ୍ରାମର ନୀରଂଜନ ରାଉତ (୬୩) ଙ୍କର ଆଜି ସାପ କାମୁଡ଼ାରେ ପରଲୋକ ହୋଇ ଯାଇଛି । ସେ ବାଡ଼ିରେ କାମ କରୁଥିଲାବେଳେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ମେଡ଼ିକାଲ କୁ ନେବା ବାଟରେ ସେ ମୃତ୍ୟୁ ବରଣ କରିଥିଲେ । ସେ ଜଣେ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ମୃତୁ୍ୟରେ ଗ୍ରାମରେ ଶୋକ ପ୍ରକାଶ ପାଇଛି ।  ଓଡ଼ିଶା ସମାଚାର

 

About admin

Check Also

ରକ୍ତଦାନ ଶିବିରରେ ସ୍ୱେଛାକୃତ ରକ୍ତଦାନ ପାଇଁ ନିବେଦନ

କେନ୍ଦ୍ରାପଡା, ୨୨/୧/୨୦୨୨ (ଓଡ଼ିଶା ସମାଚାର)-  ନେତାଜୀ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ସହରର କେଶପୁର ବଜାରସ୍ଥିତ ସମୀର ମୋଟର୍ସ ପକ୍ଷରୁ ଏକ …

Leave a Reply

Your email address will not be published. Required fields are marked *