Saturday , August 13 2022
Breaking News
Home / ବିଶେଷ / କଟକ ମୂର୍ତ୍ତି ଓ ପରଦା ଵିଵାଦ ମାମଲା,୨ୟ ଥର ଵି ମାମଲା ଖାରଜ କଲେ ହାଇକୋର୍ଟ

କଟକ ମୂର୍ତ୍ତି ଓ ପରଦା ଵିଵାଦ ମାମଲା,୨ୟ ଥର ଵି ମାମଲା ଖାରଜ କଲେ ହାଇକୋର୍ଟ

କଟକ ସଦର, ୦୨/୧୦/୨୦୨୧(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): ପାର୍ଵଣରେ ମୂର୍ତ୍ତି ଉଚ୍ଚତା କମ୍ ଓ ପରଦା କଟକଣା ସହ ପୂଜା କରିଵାକୁ ସରକାରଙ୍କ ଅଗଷ୍ଟ ୯ ଏସଓପି କୁ ହାଇକୋର୍ଟ ୨ୟ ଥର ଵି କାଏମ୍ ରଖି ଦାୟର ହୋଇଥିବା ମାମଲା କୁ ଖାରଜ କରିଥିବା ଜଣାପଡିଛି। କଟକଣା ଯୋଗୁ ଜିଵୀକା ପ୍ରଭାବିତ ହେଉଥିବା ଦର୍ଶାଇ ମୂର୍ତ୍ତିର ଉଚ୍ଚତା ବୃଦ୍ଧି,ପରଦା ହଟାଇବା, ସାଜସଜା,ଵାଜାଵାଜି, ଗହଳିଚହଳି ଏସଓପି ହଟାଇବାକୁ କଟକର ବିଭିନ୍ନ ଶିଳ୍ପୀ ସଂଘ, ସାମାଜିକ ଅନୁଷ୍ଠାନ ଓ ପୂଜା ମଣ୍ଡପର କର୍ମକର୍ତ୍ତା ଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଙ୍କୁ ପକ୍ଷଭୁକ୍ତ କରାଯାଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା। ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.