Tuesday , October 26 2021
Breaking News
Home / ବିଶେଷ / ଉତ୍କଳମଣି ଗୋପବନ୍ଧୁ ସମାଜସେବା ଗୋଷ୍ଟି କେନ୍ଦ୍ର ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

ଉତ୍କଳମଣି ଗୋପବନ୍ଧୁ ସମାଜସେବା ଗୋଷ୍ଟି କେନ୍ଦ୍ର ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

କଟକ ସଦର, ୦୨/୧୦/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ଉପକଣ୍ଠ ଆୟତପୁର ପଞ୍ଚାୟତ ମୁସଲିମ ସାହି ଦମଦରପୁର ସ୍ଥିତ ସାମାଜିକ ସଂଗଠନ ଉତ୍କଳମଣି ଗୋପବନ୍ଧୁ ସମାଜସେବା ଗୋଷ୍ଟି କେନ୍ଦ୍ର ପକ୍ଷରୁ ମହାତମା ଗାନ୍ଧୀ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ସହ ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସ, ସିପାହୀ ସୀତାରାମ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରାର୍ଥନା କରାଯାଇଛି ଗଣେଶ୍ୱର ଶତପଥୀଙ୍କ ସଭାପତିତ୍ବ ଅନୁଷ୍ଠିତ ସଭାରେ ପରି ଚାଳନା କରିଥିଲେ ଗୋଷ୍ଟି କେନ୍ଦ୍ର ସମ୍ପାଦକ ମହମ୍ମଦ ଓସିଉଲ୍ଲା ମୁଖ୍ୟ ଅତିଥି ଭାବେ ଛତିଆ ସରକାରୀ ଭାରି ଯାନ ଡ୍ରାଇଭିଂ ଟ୍ରେନିଙ୍ଗି ସ୍କୁଲର ଶିକ୍ଷକ କେଶି ସାମଲ,ମୁଖ୍ୟବକ୍ତା ନାଟ୍ୟକାର ଅଶୋକ ପଟ୍ଟନାୟକ,ସମାଜସେବୀ ପ୍ରଦୀପ୍ତ ମହାଳି, ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଷ୍ଟଡି ସର୍କଲର ଶିକ୍ଷକ ଭାଗିରଥି ବଳ,କୃଷ୍ଣଚନ୍ଦ୍ର ନାୟକ, ରତ୍ନାକର ନାୟକ,ସବିର୍ ଖାନ୍,ଜାଫର ଖନ୍,ଜାକିର ଖାନ୍ କଲିମରଷୁଲ ଖାନ୍,ନାରାୟଣ ଦାସ, ଜଗନ୍ନାଥ ଦାସ, ଟିକିଲି ଦେହୁରି, ଉର୍ମିଳା ଦେଉରୀ,ସୁହନା ପର୍ବିନ୍, ତସଲିମା ପର୍ବିନି,ନସିମା ବିବି,ୟାକୁବ ଖାନ୍,ଇଶ୍ୱର ନାୟକ, ଜ୍ୟୋତି ରଞ୍ଜନ ସିନା,ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ଉପସ୍ଥିତି ରହି ମହାପୁରୁଷଙ୍କ ସ୍ମୃତି ଚାରଣ ସହ ସାମ୍ବାଦିକ ସମ୍ବର୍ଦ୍ଧନା ପ୍ରଦାନ ଛାତ୍ର ଛାତ୍ରୀ ମାନକୁ ପୁରସ୍କୃତ କରାଯାଇଛି ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *