Wednesday , October 20 2021
Breaking News
Home / ଶିକ୍ଷା / ପ୍ରତାପ ଶତପଥି ନୂତନ ବିଇଓ ଭାବେ  ଯୋଗଦେଲେ

ପ୍ରତାପ ଶତପଥି ନୂତନ ବିଇଓ ଭାବେ  ଯୋଗଦେଲେ

ଭୁବନ ୦୧/୧୦/୨୦୨୧(ଓଡ଼ିଶା ସମାଚାର)- ଭୁବନରେ ନୂତନ ବ୍ଲକ ଶିକ୍ଷାଧିକାରୀ ଭାବେ ପ୍ରତାପ କୁମାର ଶତପଥି କାର୍ଯ୍ୟରେ ଯୋଗଦେଇଛନ୍ତି । ପୂର୍ବରୁ ଗତ ମାସରେ ସେ ଭୁବନ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ ଯୋଗଦେଇଥିଲେ । ଜଣେ ଦକ୍ଷ ଶିକ୍ଷାବିତ୍ ଭାବେ ଶ୍ରୀଯୁକ୍ତ ଶତପଥି ଙ୍କର ସୁନାମ ରହିଛି । କର୍ମଚାରୀ ଙ୍କ ସମେତ ଶିକ୍ଷକ,ଶିକ୍ଷୟିତ୍ରୀ ମାନେ ନୂତନ ବିଇଓ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ଓଡ଼ିଶା ସମାଚାର

About admin

Check Also

ଆସିଲା ଗାଇଡଲାଇନ୍,୨୧ରୁ ଆରମ୍ଭ ହେବ ଏକାଦଶ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଗାଇଡଲାଇନ୍ ଆସିଛି । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ …

Leave a Reply

Your email address will not be published. Required fields are marked *