Sunday , October 17 2021
Breaking News
Home / ବିଶେଷ / କଟକ ଜିଲ୍ଲା ଶ୍ରମ ଆୟୁକ୍ତ ଙ୍କୁ ଅଵସର କାଳୀନ ସମ୍ବର୍ଧନା

କଟକ ଜିଲ୍ଲା ଶ୍ରମ ଆୟୁକ୍ତ ଙ୍କୁ ଅଵସର କାଳୀନ ସମ୍ବର୍ଧନା

କଟକ ସଦର , ୦୧/୧୦/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): କଟକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଆଜି ଶୁକ୍ରବାର ପ୍ନଭାଗୀୟ ଶ୍ରମ ଆୟୁକ୍ତ ବନମାଳୀ ମହାପାତ୍ର ଙ୍କୁ ଭାରତୀୟ ମଜଦୂର ସଂଘ ପକ୍ଷରୁ ଅଵସର କାଳୀନ ସମ୍ବର୍ଧନା ଦିଆଯାଇଛି। ଏହି ଉପଲକ୍ଷେ ସଂଘର ରାଜ୍ୟ କମିଟି ସଦସ୍ୟ ବସନ୍ତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଯୁଗ୍ମ ଶ୍ରମ ଆୟୁକ୍ତ ଉପସ୍ଥିତ ଥିଵା ଵେଳେ ସଂଘର ସଂପାଦକ ଭାଗୀରଥି ଵେହେରା, ଉପସଭାପତି ବୈକୁଣ୍ଠ ଵିହାରୀ ନାୟକ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ଭୂୟାଁ ପ୍ରମୁଖ ଵହୁ ସଦସ୍ୟ ଯୋଗ ଦେଇ ଅବସରପ୍ରାପ୍ତ ଶ୍ରୀ ମହାପାତ୍ର ଙ୍କ ଶ୍ରମଜୀବୀ ମାନଙ୍କ ନ୍ୟାୟ ପାଇଁ ସେଵା ମନୋଭାଵର ଭୂୟସୀ ପ୍ରଶଂସା କରିଥିଲେ। ଓଡ଼ିଶା ସମାଚାର

About admin

Check Also

କଂସାରୀ ପାଟିଆ ରାସ୍ତାକଡ ଗଦା ଗଦା ଅଳିଆ 

ରାସ୍ତାରେ ଯିବାଆସିବା ରେ ଅତିଷ୍ଠହେଲେଣୀ ଲୋକ ପାରାଦୀପ ୧୭/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଷଣ୍ଢକୁଦ ବସ୍ତି ଠାରୁ ଅନତି ଦୂରରେ ରହିଛି …

Leave a Reply

Your email address will not be published. Required fields are marked *