Tuesday , October 19 2021
Breaking News
Home / କ୍ରୀଡ଼ା / ହକିକୁ ଅଲବିଦା କଲେ ବ୍ରୋଞ୍ଜ ପଦକ ବିଜେତା ବିରେନ୍ଦ୍ର ଲାକ୍ରା

ହକିକୁ ଅଲବିଦା କଲେ ବ୍ରୋଞ୍ଜ ପଦକ ବିଜେତା ବିରେନ୍ଦ୍ର ଲାକ୍ରା

ନୂଆଦିଲ୍ଲୀ / ଭୁବନେଶ୍ୱର,୩୦/୦୯/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ ପୁରୁଷ ହକି ଟିମର ଷ୍ଟାର ଡିପେଣ୍ଡର ତଥା ଓଡିଆ ପୁଅ ବିରେନ୍ଦ୍ର ଲାକ୍ରା ହକିକୁ ଅଲବିଦା କଲେ । ଏ ନେଇ ହକି ଇଣ୍ଡିଆ ଟ୍ବିଟ୍ କରି ସୂଚନା ଦେଇଛି । ଟୋକିଓ ଅଲିମ୍ପିକ ଟିମର ସଦସ୍ୟ ତଥା ବ୍ରୋଞ୍ଜ ପଦକ ବିଜେତା ବିରେନ୍ଦ୍ର ଲାକ୍ରା ଆଜି ବିଧିବଦ୍ଧ ଭାବେ ଭାରତୀୟ ଜାତୀୟ ହକି ଟିମରୁ ଅବସର ଘୋଷଣା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

୭ମ ପାରଦୀପ ମର୍ଣ୍ଣିଙ୍ଗ କ୍ଲବ୍ ଫୁଟବଲ୍ ଟୁର୍ଣ୍ଣାମେଂଟ ଆରମ୍ଭ

ପାରାଦୀପ,୦୯/୧୦/୨୦୨୧(ଓଡ଼ିଶା ସମାଚାର)-  ଶନିବାର ଦିନ ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମ୍ ପରିସରରେ ୭ମ ପାରଦୀପ ମର୍ଣ୍ଣିଙ୍ଗ କ୍ଲବ୍ ଫୁଟବଲ୍ ଟୁର୍ଣ୍ଣାମେଂଟ ଉଦଘାଟିତ …

Leave a Reply

Your email address will not be published. Required fields are marked *