Tuesday , October 26 2021
Breaking News
Home / ତାଜା ଖବର / ବିମାନ ଯାତ୍ରୀଙ୍କ ଆକସ୍ମିକ ମୃତ୍ୟୁ

ବିମାନ ଯାତ୍ରୀଙ୍କ ଆକସ୍ମିକ ମୃତ୍ୟୁ

ଭୁବନେଶ୍ୱର,୩୦/୦୯/୨୦୨୧(ଓଡ଼ିଶା ସମାଚାର)- କୋଲକାତାରୁ ହାଇଦରାବାଦ ଯାଉଥିବା ଇଣ୍ଡିଗୋ ବିମାନ ଭୁବନେଶ୍ୱର ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି । କୋଲକାତାରୁ ହାଇଦରାବାଦ ଯାଉଥିବା ଏହି ବିମାନ ର ଜଣେ ଯାତ୍ରୀଙ୍କର ସ୍ୱାସ୍ଥ୍ୟାବସ୍ଥା ମଝି ଆକାଶରେ ଅତ୍ୟନ୍ତ ଉଦବେଗଜନକ ହୋଇପଡ଼ିବାରୁ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା । ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ଆମ୍ୱୁଲାନ୍ସ ଯୋଗେ କ୍ୟାପିଟାଲ୍ ହସ୍ପିଟାଲ୍ କୁ ନିଆଯାଇଥିଲା । ହଲେ ସେଠାରେ ତାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ …

Leave a Reply

Your email address will not be published. Required fields are marked *