Friday , October 22 2021
Breaking News
Home / ବିଶେଷ / ବେକରେ ରସି ଲଗାଇ ମହିଳାଙ୍କ ଆତ୍ମହତ୍ୟା – ସ୍ୱାମୀ  ଗିରଫ

ବେକରେ ରସି ଲଗାଇ ମହିଳାଙ୍କ ଆତ୍ମହତ୍ୟା – ସ୍ୱାମୀ  ଗିରଫ

ତାରପୁର, ୨୯/୦୯/୨୦୨୧(ଓଡ଼ିଶା ସମାଚାର)- କୃଷ୍ଣାନନ୍ଦପୁର ଫାଣ୍ଡି ଅନ୍ତର୍ଗତ କନିମୂଳ ଗ୍ରାମର ଅଧିର ବେହେରାଙ୍କ ସ୍ତ୍ରୀ ରୋଜାଲିନ ବେହେରା(୨୫) ଗତକାଲି ବିଳମ୍ବିତ ରାତିରେ ବେକରେ ଶାଢି ବାନ୍ଧି ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକେ ତାଙ୍କୁ ରଘୁନାଥପୁର ମେଡିକାଲକୁ ଆଣିବା ପରେ ଡାକ୍ତର ତାଙ୍କୁ ଏଠାରେ ମୃତ ଘୋଷଣା କରିଛନ୍ତି । ତାଙ୍କର ଶବକୁ ପୋଲିସ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇବା ସହିତ ସ୍ୱାମୀ ଅଧୀର ବେହେରାଙ୍କୁ ଗିରଫ କରିଛନ୍ତି । ପାରିବାରିକ ଗଣ୍ଡଗୋଳକୁ ନେଇ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ମାରି ଦିଆାଯାଇଛି ଏହାର ତଦନ୍ତ ପରେ ଜଣାପଡିବ । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *