Tuesday , August 16 2022
Breaking News
Home / ବିଶେଷ / ବିଷ୍ଫୋରଣ ଘଟି ବଳଙ୍ଗା ଥାନା ବିଲଡ଼ିଙ୍ଗ ଭୁଷୁଡ଼ିବା ଘଟଣାରେ ମାଲଖାନା ଦାୟିତ୍ୱରେ ଥିବା ମହିଳା ଏଏସଆଇ ନିଲମ୍ବିତ

ବିଷ୍ଫୋରଣ ଘଟି ବଳଙ୍ଗା ଥାନା ବିଲଡ଼ିଙ୍ଗ ଭୁଷୁଡ଼ିବା ଘଟଣାରେ ମାଲଖାନା ଦାୟିତ୍ୱରେ ଥିବା ମହିଳା ଏଏସଆଇ ନିଲମ୍ବିତ

ପୁରୀ,୨୯/୦୯/୨୦୨୧(ଓଡ଼ିଶା ସମାଚାର)- ବିଷ୍ଫୋରଣ ଘଟି ବଳଙ୍ଗା ଥାନା ବିଲଡ଼ିଙ୍ଗ ଭୁଷୁଡ଼ିବା ଘଟଣାରେ ଥାନାର ମାଲଖାନା ଦାୟିତ୍ୱରେ ଥିବା ମହିଳା ଏଏସଆଇ ତଅପୋଇ ନାୟକଙ୍କୁ ନିଲମ୍ବିତ କରାଯାଇଥିବା ଖବର ମିଳିଛି । ମହିଳା ଏଏସଆଇ ତଅପୋଇ ନାୟକ ଗତ ୨୦୨୦ ମସିହାରୁ ମାଲଖାନା ଦାୟିତ୍ୱରେ ଥିଲେ । ତାଙ୍କର ଅବହେଳା ରୁ ଏଭଳି ବିଷ୍ଫୋରଣ ଘଟିଥିବା କାରଣରୁ ତାଙ୍କୁ ପୁରୀ ଏସପି ନିଲମ୍ବିତ କରିଥିବା ଖବର ହସ୍ତଗତ ହୋଇଛି । ଓଡ଼ିଶା ସମାଚାର

About admin

Check Also

ସରପଂଚ ଚିତ୍ରସେନ ଦାସଙ୍କ ହତ୍ୟା ଅଭିଯୋଗରେ ୮ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

କେନ୍ଦ୍ରାପଡ଼ା, ୧୬/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ଗ୍ରାମପଂଚାୟତର ତତ୍କାଳୀନ ସରପଂଚ ଚିତ୍ରସେନ ଦାସଙ୍କୁ ହତ୍ୟା …

Leave a Reply

Your email address will not be published.