Wednesday , October 20 2021
Breaking News
Home / ରାଜନୀତି /  ଅଗ୍ନିକାଣ୍ଡ ବିପନ୍ନଙ୍କୁ କଂଗ୍ରେସ ନେତାଙ୍କ ସହାୟତା 

 ଅଗ୍ନିକାଣ୍ଡ ବିପନ୍ନଙ୍କୁ କଂଗ୍ରେସ ନେତାଙ୍କ ସହାୟତା 

ତାରପୁର, ୨୯/୦୯/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ତହସିଲ ଅନ୍ତର୍ଗତ କଳାଧାରୀ ଗ୍ରାମର ବଟକୃଷ୍ଣ ଲେକାଙ୍କ ଘରେ ନିଆଲାଗି ଚାରିବଖରା ଘର ଜଳି ପାଉଁଶ ହୋଇଯାଇଥିଲା । ଏହି ଅଗ୍ନିକାଣ୍ଡରେ ତାଙ୍କର କନ୍ୟା ଗୁରୁତର ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।ଏହି ଖବରପାଇ ତିର୍ତୋଲ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକ ସେଠାରେ ପହଂଚି ତାଙ୍କ ପରିବାରକୁ ସହାୟତା ଯୋଗଇ ଦେଇଛନ୍ତି । ତାଙ୍କ ସହିତ ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ଦାସ, ମନମୋହନ ଗୋଛାୟତ, ଦେବପ୍ରସାଦ ନାୟକ, ଯୁବନେତା ସାଇ ପ୍ରଭଜଂନ ମହାପାତ୍ର ବିପନ୍ନ ପରିବାରଙ୍କୁ ସହାୟତା ଯୋଗାଇ ଦିଆଯାଇଅଛି ।  ଓଡ଼ିଶା ସମାଚାର

About admin

Check Also

ସଵୁ ଆଶାୟୀ ଧରାଶାୟୀ,କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ହେଵେ ବିଷ୍ଣୁପ୍ରିୟା

କଟକ ସଦର, ୧୯/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ପଛୁଆବର୍ଗ ମହିଳାଙ୍କ ପାଇଁ …

Leave a Reply

Your email address will not be published. Required fields are marked *