Tuesday , October 19 2021
Breaking News
Home / ତାଜା ଖବର / BREAKING NEWS : କରଂଜିଆ ସବ୍ ଟ୍ରେଜେରୀ ରେ ଅଗ୍ନୀକାଣ୍ଡ

BREAKING NEWS : କରଂଜିଆ ସବ୍ ଟ୍ରେଜେରୀ ରେ ଅଗ୍ନୀକାଣ୍ଡ

କରଂଜିଆ,୨୮/୦୯/୨୦୨୧(ଓଡ଼ିଶା ସମାଚାର)- କରଂଜିଆ ସବ୍ ଟ୍ରେଜେରୀ ରେ ଅଗ୍ନୀକାଣ୍ଡ ଘଟିଛି । ଆଜି ଭୋର ସମୟରେ ଏହି ଅଗ୍ନୀକାଣ୍ଡ ଘଟିଛି । ଅଗ୍ନୀଶମ ବାହିନୀ ପହଂଚି ନିଆଁକୁ ଆୟତ କରିଛନ୍ତି । ଭୋର ପ୍ରାୟ ୪ ଟା ବେଳେ ଏହି ଅଗ୍ନୀକାଣ୍ଡ ଘଟିଛି । ସବ ଟ୍ରେଜେରୀର କାଗଜପତ୍ର କମ୍ପ୍ୟୁଟର ଆଦି ପୋଡ଼ିଯାଇଥିବା କରଂଜିଆ ଅଗ୍ନୀଶମ ଅଧିକାରୀ ପ୍ରକାଶ କରିଛନ୍ତି । ବିଦ୍ୟୁତ ସଟ ସର୍କିଟ ରୁ ଏହି ଅଗ୍ନୀକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ବର୍ତମାନ ସ୍ଥିତି ଆୟତକୁ ଅରସିଥିବା ଜଣାଯାଇଛି । ସବ ଟ୍ରେଜେରୀ ଅଧିକାରୀ ଛୁଟିରେ ଅଛନ୍ତି ଓ ହେଡ଼ କ୍ଲର୍କ କହିଛନ୍ତି ଯେ କେବଳ ଗୋଟିଏ କମ୍ପ୍ୟୁଟର, ତାର କେବୁଲ, କମ୍ପ୍ୟୁଟର ରେ ଥିବା ପେନସନ୍ ସମ୍ବଦ୍ଧିୟ ରେକର୍ଡ଼ ନଷ୍ଟ ହୋଇଛି । ହେଲେ କମ୍ପ୍ୟୁଟର ର ହାର୍ଡ଼ ଡ଼ିସ୍କ ଚେକ୍ କଲେ ସେଥିରୁ ଡ଼ାଟା ନଷ୍ଟ ହୋଇଛି କି ଅଛି ଯଣାପଡ଼ିବ । ବର୍ତମାନ ଆୟତକୁ ଆସିଗଲାଣି । ଓଡ଼ିଶା ସମାଚାର

About admin

Check Also

ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡା ସହରରେ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନ ବେସ ତତ୍ପର ହୋଇ ଉଠିଥିବା ଦେଖାଯାଇଛି …

Leave a Reply

Your email address will not be published. Required fields are marked *