Monday , January 17 2022
Breaking News
Home / ବିଶେଷ / କୋଭିଡ୍ କଟକଣାରେ ସମାଜସେବୀଙ୍କ କାଳିଆଵୋଦା ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

କୋଭିଡ୍ କଟକଣାରେ ସମାଜସେବୀଙ୍କ କାଳିଆଵୋଦା ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

ସୈ।ଜନତା ରକ୍ଷା କଲେ ନାହିଁ  ବିଧାୟକ

କଟକ ସଦର , ୨୮/୦୯/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): ଦିନ ଥିଲା ଵିଜେଡି ସଂଗଠନରେ କଟକ ସଦର ଅଞ୍ଚଳରେ ନିଜକୁ ସମର୍ପିତ କରିଥିଵା ଆୟତପୁର ପଞ୍ଚାୟତର ଵିଜେଡି ସଭାପତିଙ୍କୁ ମରି ଗଲା ପରେ ସାମାନ୍ୟତମ ସୈ।ଜନ୍ୟତା ଦେଖାଇଲେ ନାହିଁ ସଦର ଵିଧାୟକ ଚନ୍ଦ୍ର ସାରଥି ଵେହେରା। କୋଭିଡ୍ ରେ ୧୦ ମାସ ତଳେ ମୃତ୍ୟୁ ବରଣ କରିଥିଵା ସାନ ଭାଇ ପୂର୍ଵତନ ସରପଞ୍ଚ,ପୂର୍ଵତନ ସମିତି ସଭ୍ୟ କିଶୋର ଜେନାଙ୍କ ପରେ ସେହି ପଥର ଯାତ୍ରୀ ହେଲେ ଵଡ ଭାଇ ରୋହିତ କୁମାର ଜେନା। ହେଲେ ଆଜି କଟକର କୋଭିଡ୍ ସ୍ମଶାନ କାଳିଆଵୋଦାରେ କଟକଣାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଵା ଵେଳେ ବନ୍ଧୁବାନ୍ଧବ, ଆତ୍ମିୟସ୍ୱଜନଙ୍କ ସମେତ କଟକ ଚୈ।ଦ୍ୱ।ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ଵିଶ୍ୱ।ଳ ଓ କଟକ ସଦର ଵିଜେଡିରୁ କୋଣଠେସା ହୋଇଥିଵା ଵିଧାୟକଙ୍କ ସମ୍ପର୍କୀୟ ବଡ଼ଭାଇ ସୂର୍ୟ୍ୟ ସାରଥୀ ଵେହେରା ପ୍ରମୁଖ ଶେଷ କୃତ୍ୟ ରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ହେଲେ ଵିଧାୟକଙ୍କ ପାଇଁ ଏତେ କରି ସୁଦ୍ଧା ସିଏ ସାମାନ୍ୟତମ ସୈ।ଜନ୍ୟତା ଦୃଷ୍ଟିରୁ ନଆସିଵାକୁ ନେଇ ତୀବ୍ର ଅସନ୍ତୋଷ ସହ ଶ୍ମସାନ ନିକଟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଯଦି ରୋହିତ ଜେନା ଏତେ କରି ତାଙ୍କ ପାଇଁ ଵିଧାୟକଙ୍କର ଏଭଳି ସୈ।ଜନ୍ୟତା ତାହେଲେ ଆମ ମାନଙ୍କ ପାଇଁ ସେଇଆ ନହେଵ କାହିଁକି ଵୋଲି ଜନୈକ ଵିଜେଡି କର୍ମୀ କହିଥିଵା ଆଲୋଚନା ହେଉଛି।ଵଞ୍ଚି ଥିଵା ଵେଳେ ସଵୁ ନିଜର, ମରିଗଲା ପରେ କେ ନୁହଁ କାହାର। ଓଡ଼ିଶା ସମାଚାର

About admin

Check Also

ବିଶ୍ୱ ଶାନ୍ତି ସର୍ବଧର୍ମ ପ୍ରାର୍ଥନା ଦିବସର ସମୀକ୍ଷା ବୈଠକ

କେନ୍ଦ୍ରାପଡା, ୧୬/୧/୨୦୨୨ (ଓଡ଼ିଶା ସମାଚାର)-ଗରାପୁରସ୍ଥିତ ଦିବ୍ୟ ଜୀବନ ସଂଘ ଶିବାନନ୍ଦ ଆଶ୍ରମ ପରିସରରେ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୁପାନନ୍ଦ ସରସ୍ୱତୀଙ୍କ …

Leave a Reply

Your email address will not be published. Required fields are marked *