Wednesday , October 20 2021
Breaking News
Home / ବିଶେଷ / ସିର୍ଲ ନିକଟରେ ମହାନଦୀ ରୁ ମୃତ ଡେମୋନଷ୍ଟ୍ରେଟର ଙ୍କ ଶବ ଉଦ୍ଧାର

ସିର୍ଲ ନିକଟରେ ମହାନଦୀ ରୁ ମୃତ ଡେମୋନଷ୍ଟ୍ରେଟର ଙ୍କ ଶବ ଉଦ୍ଧାର

କିଶନନଗର/ କଟକ ୨୭/୦୯/୨୦୨୧(ଓଡିଶା ସମାଚାର /ଦେବାଶିଷ ରଥ /ଅଭୟ ଜେନା )-କଟକ ମହାନଦୀ ପୋଲ ଉପରୁ ଗତ କାଲି ଡେଇଁ ପଡ଼ିଥିବା ବିଜେବି କଲେଜ ଡେମୋନଷ୍ଟ୍ରେଟର ଦେବାଶିଷ ଦାସ ଙ୍କ ମୃତ ଦେହ କୁ ମହାନଦୀର  ସିର୍ଲ  ନିକଟରୁ  ଆଜି ମଧ୍ୟାହ୍ନ ରେ କିଶନନଗର ଥାନା ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ପୋଲିସ ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି ଙ୍କ ସମ୍ପର୍କୀୟ ଙ୍କ ଦ୍ୱାରା ଚି଼ହ୍ନଟ ପରେ ପୋଲିସ ଶବ କୁ ବ୍ୟବଛେଦ ପାଇଁ ପଠାଇ ଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ମାଟି ତଳୁ ଉଦ୍ଧାର ସୁନା ଚେନ୍ ଓ ପାଉଁଜି ମମିତାଙ୍କର , ଫେରାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ

କଳାହାଣ୍ଡି ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାର ତଦନ୍ତ ରେ ଅଗ୍ରଗତି ଘଟିଛି । …

Leave a Reply

Your email address will not be published. Required fields are marked *