କିଶନନଗର/ କଟକ ୨୭/୦୯/୨୦୨୧(ଓଡିଶା ସମାଚାର /ଦେବାଶିଷ ରଥ /ଅଭୟ ଜେନା )-କଟକ ମହାନଦୀ ପୋଲ ଉପରୁ ଗତ କାଲି ଡେଇଁ ପଡ଼ିଥିବା ବିଜେବି କଲେଜ ଡେମୋନଷ୍ଟ୍ରେଟର ଦେବାଶିଷ ଦାସ ଙ୍କ ମୃତ ଦେହ କୁ ମହାନଦୀର ସିର୍ଲ ନିକଟରୁ ଆଜି ମଧ୍ୟାହ୍ନ ରେ କିଶନନଗର ଥାନା ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ପୋଲିସ ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି ଙ୍କ ସମ୍ପର୍କୀୟ ଙ୍କ ଦ୍ୱାରା ଚି଼ହ୍ନଟ ପରେ ପୋଲିସ ଶବ କୁ ବ୍ୟବଛେଦ ପାଇଁ ପଠାଇ ଥିବା ଜଣାପଡିଛି । ଓଡ଼ିଶା ସମାଚାର
