Monday , October 18 2021
Breaking News
Home / ବିଶେଷ / ଟାଉନ ପୋଲିସ ପକ୍ଷରୁ ସୁନା ଦୋକାନ ଉପରେ ଚଢାଉ

ଟାଉନ ପୋଲିସ ପକ୍ଷରୁ ସୁନା ଦୋକାନ ଉପରେ ଚଢାଉ

କେନ୍ଦ୍ରାପଡା, ୨୭/୦୯/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଟାଉନଥାନା ପୋଲିସ ପକ୍ଷରୁ କେନ୍ଦ୍ରାପଡା ସହରର କାକଟ ଛକରେଥିବା ମଣୀ ଜୁଏଲାର୍ସ ଉପରେ ଚଢାଉ କରା ଯାଇଥିଲା । କେତେକ ଚୋରା ସୁନା ଆଣି କେନ୍ଦ୍ରାପଡାରେ ବିକ୍ରୀ କରାଯାଇଥିବା ସମ୍ପର୍କରେ ପୋଲିସ ଖବର ପାଇ ଏହି ଚଢାଉ କରିଥିବା ଟାଉନଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି । ତଦନ୍ତ ସମ୍ପୂର୍ଣ୍ଣ ହୋଇ ନଥିବାରୁ ଘଟଣାର ସବିଶେଷ ବିବରଣୀ ଏବେ ପୋଲିସ ପ୍ରଦାନ କରିବାକୁ ମନାକରିଛି । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *