Friday , June 2 2023
Breaking News
Home / ବିଶେଷ / ଶ୍ରୀ କର୍ଣ୍ଣ ବାବା ଙ୍କ ଏକାଦଶାହ ରେ ଗଭୀର ଶ୍ରଦ୍ଧାଞ୍ଜଳି

ଶ୍ରୀ କର୍ଣ୍ଣ ବାବା ଙ୍କ ଏକାଦଶାହ ରେ ଗଭୀର ଶ୍ରଦ୍ଧାଞ୍ଜଳି

ସାଲେପୁର, ୨୭/୦୯/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ସ୍ଥାନୀୟ ମହଣ ପଂଚାୟତ ବଳଭଦ୍ରପୁର ଗ୍ରାମର ବିଶ୍ଵମାତା ଆଦିଶକ୍ତି ଆଶ୍ରମର ପ୍ରତିଷ୍ଠାତା ବାବା ଶ୍ରୀ କର୍ଣ୍ଣ ବାରିକ ଙ୍କ ଏକାଦଶାହ ଅବସରରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଉପସ୍ଥିତ ବ୍ୟକ୍ତି ମାନେ କହିଥିଲେ ଯେ, ସାଂସାରିକ ହୋଇ ମଧ୍ୟ ପ୍ରଭୁ ଜଗନ୍ନାଥ ଓ ଆଦିଶକ୍ତି ଙ୍କ ଉପାସନା ଦ୍ୱାରା କୃପା ଲାଭ କରି ତାଙ୍କର ଅଗଣିତ ଅନୁଗାମୀ ଙ୍କୁ ସତ୍ୟ ଓ ଶାନ୍ତି, ଦୟା,କ୍ଷମା ଆଦି ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଉଥିଲେ. ସେ ୨୦ହଜାର ରୁ ଉର୍ଦ୍ଧ ଭଜନ, ଜଣାଣ ରଚନା କରି ଥିଲେ. ଶ୍ରଦ୍ଧାଞ୍ଜଳି ସଭା ରେ ମନୋଜ ବାରିକ, ସରୋଜ, ବାରିକ, ଜାମାତା ରତ୍ନାକର ବାରିକ, ବଳରାମ ସାହୁ, ଧୃବ ଚରଣ ରଣା, ଗୌରହରି ସାହୁ ଙ୍କ ସମେତ ସାଲେପୁର ସାମ୍ବାଦିକ ସଂଘ ର କର୍ମକର୍ତ୍ତା ଓ ସଦସ୍ୟ ମାନେ ଯୋଗ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.