କଟକ, ୨୬/୦୯/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- ଆଜି ତାଳଦଣ୍ଡା କେନାଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀ ଜଣକ କାଫଲା ବଜାର ଅଂଚଳର ବୋଲି ଲୋକେ କହୁଥିଲେ ମଧ୍ୟ ପ୍ରକୃତ ପରିଚୟ ମିଳିନାହିଁ । ଖବର ପାଇ ମାଲଗୋଦାମ ଥାନା ପୋଲିସ ପହଂଚିଲା । ଓଡ଼ିଶା ସମାଚାର