ସାଲେପୁର, ୨୬/୦୯/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- କଟକ ର ମୁଣ୍ଡୁଳି ଠାରେ ମହାନଦୀ ପାଣି ରେ ଫସି ରହିଥିବା ଦନ୍ତା ହାତୀ ଉଆର ମୃତ ଦେହ ସାଲେପୁର ସାତବାଟିଆ ନିକଟରେ ମହାନଦୀ ମଝି ପଠାରେ ଲାଗିଥିବା ଜଣା ପଡିଛି । ଘଟଣା ସ୍ଥଳରେବନବିଭାଗ ଅଧିକାରୀ ମାନେ ପହଞ୍ଚି ହାତୀର ମୃତ ଦେହ କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରୁଥିବା ଜଣାପଡିଛି । ଉଲ୍ଲେଖ ନୀୟ ଯେ, ଏହି ହତି ଫସିବା ଘଟଣା କୁ କେନ୍ଦ୍ର କରି ମହାନଦୀ ରେ ଜଣେ ସାମ୍ବାଦିକ ଓ ଓଡ୍ରାଫ କର୍ମଚାରୀ ଙ୍କର ମୃତ୍ୟୁ ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଛି । ଓଡ଼ିଶା ସମାଚାର
