Friday , August 12 2022
Home / ତାଜା ଖବର / ତାଜା ସୂଚନା : ସାଲେପୁରବ୍ଲକ  ସାତବାଟିଆ  ମହାନଦୀ ପଠା ରେ ଲାଗିଛି  ହାତୀରମୃତ ଦେହ 

ତାଜା ସୂଚନା : ସାଲେପୁରବ୍ଲକ  ସାତବାଟିଆ  ମହାନଦୀ ପଠା ରେ ଲାଗିଛି  ହାତୀରମୃତ ଦେହ 

ସାଲେପୁର, ୨୬/୦୯/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- କଟକ ର ମୁଣ୍ଡୁଳି  ଠାରେ  ମହାନଦୀ ପାଣି ରେ ଫସି ରହିଥିବା ଦନ୍ତା ହାତୀ ଉଆର ମୃତ ଦେହ ସାଲେପୁର ସାତବାଟିଆ ନିକଟରେ ମହାନଦୀ ମଝି  ପଠାରେ ଲାଗିଥିବା ଜଣା ପଡିଛି   । ଘଟଣା ସ୍ଥଳରେବନବିଭାଗ  ଅଧିକାରୀ ମାନେ ପହଞ୍ଚି ହାତୀର ମୃତ ଦେହ କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରୁଥିବା ଜଣାପଡିଛି  । ଉଲ୍ଲେଖ ନୀୟ ଯେ, ଏହି ହତି ଫସିବା ଘଟଣା କୁ କେନ୍ଦ୍ର କରି ମହାନଦୀ ରେ ଜଣେ ସାମ୍ବାଦିକ ଓ ଓଡ୍ରାଫ କର୍ମଚାରୀ ଙ୍କର ମୃତ୍ୟୁ ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଛି  । ଓଡ଼ିଶା ସମାଚାର

About admin

Check Also

ଗଙ୍ଗାଧର ଓଡ଼ିଶାର କାଳିଦାସ – ଉତ୍କଳ ସମ୍ମିନଳନୀ

(ମେହେର ଜୟନ୍ତୀ ପାଳନ) ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ୱଭାବ କବି ରଙ୍ଗାଜୀବ ଗଙ୍ଗାଧର …

Leave a Reply

Your email address will not be published.