କଟକ, ୨୫/୦୯/୨୦୨୧(ଓଡ଼ିଶା ସମାଚାର)- ଗତକାଲି ଠାରୁ ନିଖୋଜ ଥିବା ଓଡ଼ÿରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ ଉଦ୍ଧାର ହୋଇଛି । କଖଡ଼ି ମହାଳପଡ଼ା ଗୁମେଇ ସାହିରୁ ମୃତଦେହ ଉଦ୍ଧାର ହୋଇଛି । ସରିାରାମ ଙ୍କ ମୃତ ।ଦହ ଭାସି ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକେ ମୃତଦେହ ଉଦ୍ଧାର କଚିଛନ୍ତି । କାଲି ମୁଣ୍ଡଳି ବୋଟ୍ ଟ୍ରାଜେଡି ଘଟଣା ପରଠାରୁ ସେ ନିଖୋଜ ଥିଲେ । ତାଙ୍କ ଘର ମୟୁରଭଂଜ ହୋଇଥିବାବେଳେ ସେ କଟକ ଚାଉଳିଆଗଂଜରେ ରହୁଥିଲେ । ତାଙ୍କର ପତ୍ନୀ, ଗୋଟିଏ ୧୨ ବର୍ଷର ପୁଅ ଓ ଗୋଟିଏ ୬ ବର୍ଷର ଝିଅକୁ ସେ ଛାଡ଼ି ଯାଇଛନ୍ତି । ସେ ୫୦ ପାଖାପାଖି ଲୋକଙ୍କୁ ଉଦ୍ଧାର କରିଥିବା ବିଭିନ୍ନ ଗଚ୍ଚମାଧ୍ୟମରୁ ସୂଚନା ମିଳୁଛି । ଓଡ଼ିଶା ସମାଚାର
