ପାରାଦୀପ ୨୫/୦୯/୨୦୨୧(ଓଡ଼ିଶା ସମାଚାର)- ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ବ୍ଳକ ତରଫରୁ କୁଜଙ୍ଗ ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀଙ୍କୁ ଫୁଲତୋଡା ମାଧ୍ୟମରେ ସମ୍ବର୍ଦ୍ଧନା ଦିଆଯିବା ସହିତ ପୂର୍ବତନ ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଙ୍ଗଠନ ତରଫରୁ ସଙ୍ଗଠକ ବିଷ୍ଣୁଚରଣ ସ୍ୱାଇଁ, ଉପଦେଷ୍ଟା ପ୍ରମୋଦ କୁମାର ଜେନା, ମନୋଜ ପରିଜା,ହରିହର ସେଠୀ, ଶ୍ରୀଦ୍ଧର ବେହେରା, ସଞ୍ଜିବ ରାଉତ, ଧିରେନ୍ଦ୍ର ସାହୁ, ନଟବର ଓଝା, ସୁମନ୍ତ ପ୍ରଧାନ, ବିଜୟ କୁମାର ସ୍ୱାଇଁ, ବଳରାମ ମାଝି ପ୍ରମୁଖ ବହୁ ସଭ୍ୟ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର