Wednesday , October 4 2023
Breaking News
Home / ବିଶେଷ / ଯୁବ ସାମ୍ବାଦିକ ଅରିନ୍ଦମ ଙ୍କ ବିୟୋଗରେ ଶୋକ

ଯୁବ ସାମ୍ବାଦିକ ଅରିନ୍ଦମ ଙ୍କ ବିୟୋଗରେ ଶୋକ

ମାହାଙ୍ଗା /ନିଶ୍ଚିନ୍ତକୋଇଲି -୨୪/୦୯/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ଯୁବ ସାମ୍ବାଦିକ ତଥା ଓଟିଭି ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଜଣେ ନିର୍ଭୀକ, ଦୁଃଶାହାସୀ ଏବଂ ପରୋପକାରୀ ସାମ୍ବାଦିକ ଭାବେ ସବୁଠି ପ୍ରସଂସାର ପାତ୍ର ହୋଇପାରିଥିବା ସ୍ବର୍ଗତ ଅରିନ୍ଦମ ଦାସଙ୍କ ବିୟୋଗ ପତ୍ରକାରିତା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି କଟକ ଜିଲ୍ଲା ଏସୟୁଜେ ସାମ୍ବାଦିକ ସଂଘ ସଭାପତି ଅଖିଳେଶ ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତି ଦିବଂଗତ ଅରିନ୍ଦମଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ତା’ଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ରାଜ୍ୟ ସଭାପତି ଅଜୟ ସାହୁ, ସାଧାରଣ ସମ୍ପାଦକ କୈଳାଶ ନାୟକ, କଲ୍ୟାଣପାଣ୍ଠି ଅଧ୍ୟକ୍ଷ ଗଗନ ସାହୁ, କଟକ ଜିଲ୍ଲା ସାଧାରଣ ସମ୍ପାଦକ ରମେଶ ପ୍ରଧାନ, ବରିଷ୍ଠ ସାମ୍ବାଦିକ ରଘୁନାଥ ଆଚାର୍ୟ୍ୟ,ସୁରେନ୍ଦ୍ର ମହାପାତ୍ର, ପ୍ରଦୀପ୍ତ ମିଶ୍ର,ଧୀରେନ୍ଦ୍ର ସାହୁ, ଗୌରଚନ୍ଦ୍ର ସାହୁ, ବରିଷ୍ଠ ସାମ୍ବାଦିକ ଶଶୀ ଭୂଷଣ ଷଢଙ୍ଗୀ,ଅଭୟ ଜେନା,ରତ୍ନାକର ବାରିକ, ସୁବାଶିଷ ବସନ୍ତରାୟ, ବିବେକାନନ୍ଦ ଦାସ, ବିଜୟ ଯେନା,ରଶ୍ମି ମହାନ୍ତି, ଅଚ୍ୟୁତାନନ୍ଦ ନାୟକ, ଧନେଶ୍ୱର ସେଠୀ,ବସନ୍ତ ସାମଲ, ତୁଷାରଜ୍ୟୋତି ନାୟକ, ଦିବାକର ରାଉତ, ହରିହର ସାହୁ, ସୁରେଶ ବଳ, ଅଭିମନ୍ୟୁ ନାୟକ, ରଞ୍ଜନ ବାରିକ, ଅରୁଣ ଲେଙ୍କା,ହେମନ୍ତ ଦାସ, ମହେଶ୍ୱର ବେହେରା,ଅକ୍ଷୟ ଦାଶ, ଇତିକାନ୍ତ ମହାନ୍ତି, ପ୍ରଦୀପ୍ତ ମହାରଣା, ଅକ୍ଷୟ ଗୋଛାୟତ,ଦାମୋଦର ପରିଡା ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *