Friday , August 12 2022
Home / ରାଜନୀତି / କଂଗ୍ରେସ ପକ୍ଷରୁ ପାଣି ଘେରରେ ଥିବା ପରିବାରକୁ ପାଲ ବଂଟନ

କଂଗ୍ରେସ ପକ୍ଷରୁ ପାଣି ଘେରରେ ଥିବା ପରିବାରକୁ ପାଲ ବଂଟନ

ରଘୁନାଥପୁର, ୨୪/୦୯/୨୦୨୧(ଓଡ଼ିଶା ସମାଚାର)-ଲଘୁଚାପ ଜନିତ ଲଗାଣ ବର୍ଷା ଦ୍ୱାରା ରଘୁନାଥପୁର ଅଂଚଳରେ ୧୯ ଗୋଟି ପଂଚାତୟ ଜଳ ଘେରରେ ରହିବା ସହ ବ୍ୟାପକ କ୍ଷୟ କ୍ଷତି ହୋଇଛି । ପୁରୁଣା ବସନ୍ତ ପଂଚାୟତର କଂଗ୍ରେସ ପକ୍ଷରୁ ଭାଙ୍ଗି ପଡିଥିବା ଚାଳଛପର ଘର ପରିବାରକୁ ଚିହ୍ନଟ କରି ପ୍ରଥମ ପର୍ଯ୍ୟାୟରେ ୩୦ ପରିବାରକୁ ପଲିଥିନ ବଂଟନ କରାଯାଇଛି । ବ୍ଲକ କଂଗେସ କମିଟିର ନିର୍ଦେଶ କ୍ରମେ ପୁରୁଣା ବସନ୍ତ ପଂଚାୟତର କଂଗ୍ରେସ ସଭାପତି ଚୌଧୁରୀ ବିମଳ କାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମହିଳା କଂଗ୍ରେସ ନେତ୍ରୀ ସ୍ୱପ୍ନ ସରିତା ଦାସ, ଅଦିତ୍ୟକୁମାର ସ୍ୱାଇଁ, ବିଭୂରଂଜନ ସ୍ୱାଇଁ, ବନବାଳି ମହାରଣା, କାଳନ୍ଦୀ ମହାନ୍ତି, ଗର୍ନ୍ଧବ ପାତ୍ର, ଗଣେଶ୍ୱର ସାହୁ, ଶତୃଘ୍ନ ସାହୁ ପ୍ରମୁଖ ଉପସ୍ଥିତରହି ପାଲ ବଂଟନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବିଜେଡ଼ି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାଳପୁର …

Leave a Reply

Your email address will not be published.