Wednesday , October 20 2021
Breaking News
Home / ତାଜା ଖବର / ଚୋରା ମଦବେପାରୀ ଆକ୍ରମଣ ରେ ଅବସର ପ୍ରାପ୍ତ ଜଳସେଚନ କର୍ମଚାରୀ ଗୁରୁତର ଆହତ

ଚୋରା ମଦବେପାରୀ ଆକ୍ରମଣ ରେ ଅବସର ପ୍ରାପ୍ତ ଜଳସେଚନ କର୍ମଚାରୀ ଗୁରୁତର ଆହତ

ମାହାଙ୍ଗା,୨୩/୦୯/୨୦୨୧(ଓଡିଶା ସମାଚାର. /ଅଭୟ ଜେନା )-ମାହାଙ୍ଗା ଥାନା କୁମୁଡା ଜୟପୁର ଫାଣ୍ଡି ମଧୁପୁର ଗାଁରେ ଆଲୋଡନ ! ଚୋରା ମଦ ବେପାରୀଙ୍କ ଆକ୍ରମଣରେ ଅବସରପ୍ରାପ୍ତ ଜଳସେଚନ କର୍ମଚାରୀ ଗୟାଧର ବେହେରା ଗୁରୁତର ଆହତ ହୋଇଛନ୍ତି । ମଦ ମାଫିଆଙ୍କ ଦ୍ୱାରା ସଂଘବଦ୍ଧ ଆକ୍ରମଣହୋଇଛି । ଠେଙ୍ଗା ଓ ପଥର ଦ୍ୱାରା ହତ୍ୟା ଉଦ୍ୟମ ହୋଇଥିବା ପ୍ରକାଶ । ଗୁରୁତର ଅବସ୍ଥାରେ ଗୟାଧର ବେହେରାଙ୍କୁ ମାହାଙ୍ଗା ସରକାରୀ ହସ୍ପିଟାଲରୁ କଟକ ବଡଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଷ୍ପଷ୍ଟ ଦିବାଲୋକ ରେ ବନ୍ଧୁକ ଦେଖାଇ ଉତ୍କର୍ଷ ସ୍ମଲ ଫାଇନାନସ ବ୍ୟାଙ୍କ ରୁ ଲୁଟ

ସାଲେପୁର,୧୮/୧୦/୨୦୨୧(ଓଡିଶା ସମାଚାର/ ଅଭୟ ଜେନା) – ଦିନ ଦୁଇ ପ୍ରହରରରେ କଟକ ଜିଲ୍ଲା ସାଲେପୁର ମାଛୁଆତି ବଜାର ନିକଟ ଏକ …

Leave a Reply

Your email address will not be published. Required fields are marked *