Tuesday , August 16 2022
Breaking News
Home / ତାଜା ଖବର / ବେଆଇନ୍ ଭାବେ ବନ୍ଧୁକ ତିଆରି ଅଭିଯୋଗରେ ଦମ୍ପତି ଗିରଫ

ବେଆଇନ୍ ଭାବେ ବନ୍ଧୁକ ତିଆରି ଅଭିଯୋଗରେ ଦମ୍ପତି ଗିରଫ

ସମ୍ବଲପୁର,୨୨/୦୯/୨୦୨୧(ଓଡ଼ିଶା ସମାଚାର)- ବାସୁପାଲୀ ଗାଁ ରେ ବେଆଇନ୍ ଭାବେ ବନ୍ଧୁକ ତିଆରି ହେଉଥିବାର ଖବର ପାଇ ଜୁଜୁମରା ପୋଲିସ ଚଢ଼ାଉ କରି ବନ୍ଧୁକ ତିଆରି ରେ ବ୍ୟବହୃତ ଅନେକ ସରଂଜାମ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଦମ୍ପତି ଙ୍କୁୁ ଗିରଫ କରାଯାଇଛି । ଏ ସମ୍ପର୍କରେ ଜୁଜୁମରା ଥାନାରେ ୧୨୮/୨୦୨୧ ରେ ଏକ ମାମଲା ରୁଜୁ କରାଯାଇ ତାରିଣୀ ପ୍ରଧାନ ଓ ତାଙ୍କ ପତ୍ନୀ ଙ୍କୁ ଗିରଫ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଜଳ ଭଣ୍ଡାର ର ୩୦ ଟି ଗେଟ୍ ଖୋଲା

ସମ୍ବଲପୁର,୧୩/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଆଉ ୨ ଟି ଗେଟ ଖୋଲିଲା । ମୋଟ ୩୦ ଟି ଗେଟ୍ …

Leave a Reply

Your email address will not be published.