Wednesday , June 29 2022
Breaking News
Home / ବିଶେଷ / ଗୋବରୀ ନଦୀରେ କୁମ୍ଭୀର ଆତଙ୍କ

ଗୋବରୀ ନଦୀରେ କୁମ୍ଭୀର ଆତଙ୍କ

କେନ୍ଦ୍ରାପଡ଼ା, ୨୧/୦୯/୨୦୨୧(ଓଡ଼ିଶା ସମାଚାର)-ବାରୋ ଗ୍ରାମ ପଂଚାୟାତର ନିଳୀକଣା ଗ୍ରାମ ଦେଇ ବହି ଯାଇଥିବା ଗୋବରୀ ନଦୀରେ ମଙ୍ଗଳବାର ଏକ ବଉଳା କୁମ୍ଭୀର ଦେଖିବାକୁ ମିଳିଥିଲା । ଏହାକୁ ନେଇ ନଦୀକୂଳ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ସ୍ଥାନୀୟ ଲୋକେ ଏ ନେଇ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ପହଂଚିି ଜାଲ ଦ୍ୱାରା କୁମ୍ଭୀରକୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲା । କିନ୍ତୁ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ  କୁମ୍ଭୀରଟି ଉଦ୍ଧାର ହୋଇ ପାରି ନଥିବା ସୂଚନା ମିଳିଛିା ।  ନଦୀରେ ବନ୍ୟା ପାଣି ଆସିଥିବାରୁ ଭିତରକନିକାରୁ କୁମ୍ଭୀର ପଳାଇ ଆସିଥିବା ଅନୁମାନ କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ଆଗାମୀ ଓଡିଶା ପକ୍ଷରୁ ଗୋପବନ୍ଧୁଙ୍କ ୯୪ତମ ଶ୍ରାଦ୍ଧୋତ୍ସବ ପାଳିତ

ରଘୁନାଥପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଜାତୀୟ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଗାମୀ ଓଡିଶା ଓ ସମାଜର ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *