Wednesday , October 4 2023
Breaking News
Home / ରାଜନୀତି / ଅଘୋଷିତ ବିଦ୍ୟୁତ୍ କାଟ୍ ଓ ଦର ବୃଦ୍ଧି ପ୍ରତିବାଦରେ କଟକ ନଗର ବିଜେପି ପକ୍ଷରୁ ବିଦ୍ୟୁତ୍ କାର୍ୟ୍ୟାଳୟ ଘେରାଉ

ଅଘୋଷିତ ବିଦ୍ୟୁତ୍ କାଟ୍ ଓ ଦର ବୃଦ୍ଧି ପ୍ରତିବାଦରେ କଟକ ନଗର ବିଜେପି ପକ୍ଷରୁ ବିଦ୍ୟୁତ୍ କାର୍ୟ୍ୟାଳୟ ଘେରାଉ

 କଟକ ସଦର, ୨୧/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ୍ ସାଙ୍ଗକୁ ଅତ୍ୟଧିକ ଦର ବୃଦ୍ଧି ସହ ଅନ୍ୟାନ୍ୟ ଦାଵି ନେଇ ଆଜି  କଟକ ନଗର ଵିଜେପି ପକ୍ଷରୁ ସଭାପତି ଲଲାଟେନ୍ଦୁ ଵଡୁଙ୍କ ନେତୃତ୍ୱରେ ଟାଉନହଲ ଵିଦ୍ୟୁତ କାର୍ୟ୍ୟାଳୟ ଘେରାଉ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନଗର ଜିଲ୍ଲା ସାଧାରଣ ସମ୍ପାଦକ ଵିଶ୍ୱରଞ୍ଜନ ମିଶ୍ର,ଯୁଵାମୋର୍ଚା ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଷଡ଼ଙ୍ଗୀ, ଜିଲ୍ଲା ସଂପାଦକ ସଦାନନ୍ଦ ଵିଶ୍ୱ।ଳ, ବାରବାଟି ମଣ୍ଡଳ ସଭାପତି ରାଜେଶ୍ୱ ଜେନା, ଗୋପାଳ ଜୀୟୁ ମଣ୍ଡଳ ସଭାପତି ଶ୍ରୀକାନ୍ତ ଵେଉରା, ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ମହମ୍ମଦ ସଵିର,ମିଡିଆ ପ୍ରମୁଖ ସୁଭାଷ ମହାନ୍ତି, ସାଧାରଣ ସମ୍ପାଦକ ସୂର୍ୟ୍ୟ ନାରାୟଣ ବେହେରା,କଲ୍ୟାଣୀ ମହଲା ପ୍ରମୁଖ ଵହୁ କାର୍ୟ୍ୟକର୍ତ୍ତା ଓ କର୍ମୀ ସାମିଲ୍ ହୋଇଥିଲେ  । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *