Friday , September 30 2022
Breaking News
Home / ତାଜା ଖବର / ଖୋଲା ଡ଼୍ରେନ୍ ପାଣିରେ ଭାସିଯାଇଛନ୍ତି ଜଣେ ଶିଶୁ – ଅଗ୍ନୀଶମ ବାହିନୀ ର ଖୋଜାଖୋଜି ଜାରି

ଖୋଲା ଡ଼୍ରେନ୍ ପାଣିରେ ଭାସିଯାଇଛନ୍ତି ଜଣେ ଶିଶୁ – ଅଗ୍ନୀଶମ ବାହିନୀ ର ଖୋଜାଖୋଜି ଜାରି

ଭୁବନେଶ୍ୱର,୧୯/୦୯/୨୦୨୧(ଓଡ଼ିଶା ସମାଚାର)- ଟ୍ୟୁସନ୍ ରୁ ଫେରୁଥିବାବେଳେ ସିରିପୁର ଶତାବ୍ଦିନଗର ବ୍ୟାଙ୍କ କଲୋନୀର ୧୮ ବର୍ଷର ନାବାଳକ ଜ୍ୟୋତିପ୍ରକାଶ ବେହେରା ଖୋଲା ଡ଼୍ରେନ୍ ପାଣିରେ ଭାସିଯାଇଛନ୍ତି । ପ୍ରାୟ ଅପରାହ୍ନ ସାଢ଼େ ୨ ଟାରୁ ୩ ଟା ଭିତରେ ଘଟିଛି । ଅଗ୍ନୀଶମ ବାହିନୀ ର ଖୋଜାଖୋଜି ଜାରି ରହିଛି । ବର୍ତମାନସୁଦ୍ଧା ପତା ମିଳିନାହିଁ । ଓଡ଼ିଶା ସମାଚାର

Leave a Reply

Your email address will not be published.