Tuesday , October 26 2021
Breaking News
Home / ବିଶେଷ / କଟକ ସଦର ଅଞ୍ଚଳରେ ଦେଵଶିଳ୍ପୀ ଵିଶ୍ୱକର୍ମା ପୂଜା ନିରାଡମ୍ଵରରେ ପାଳିତ

କଟକ ସଦର ଅଞ୍ଚଳରେ ଦେଵଶିଳ୍ପୀ ଵିଶ୍ୱକର୍ମା ପୂଜା ନିରାଡମ୍ଵରରେ ପାଳିତ

କଟକ ସଦର , ୧୭/୦୯/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା): କଟକ ସଦରକନ୍ଦରପୁର, ଵୈୟାଳିଶମୈ।ଜା, କିଶନନଗର, ନେମାଳ, ଵିଲହାଟ ଅଞ୍ଚଳରେ ଆଜି ଶୁକ୍ରବାର ଦେଵଶିଳ୍ପୀ ବିଶ୍ୱକର୍ମା ଙ୍କ ପୂଜା କୋଭିଡ କଟକଣା ପାଇଁ ନିରାଡମ୍ବର ଭାଵେ ପାଳିତ ହୋଇଥିଵା ଜଣାଯାଇଛି। ଅଞ୍ଚଳରେ ଥିଵା ବିଭିନ୍ନ ଯାନ୍ତ୍ରିକ ଅନୁଷ୍ଠାନ ସହିତ ଫକିରପଡା ଠାରେ ଥିବା କ୍ଷେତ୍ରବାସୀ ଶିଳ୍ପ ତାଲିମ କେନ୍ଦ୍ରରେ ପରିଚାଳନା ନିର୍ଦ୍ଦେଶକ ପଣ୍ଡିତ ଶ୍ରୀରାମ ପ୍ରଧାନ ଓ ଅଧ୍ୟକ୍ଷ ଇଂ ମାନସ ରଞ୍ଜନ ପ୍ରଧାନଙ୍କ ପରିଚାଳନା ରେ ପୂଜା ଅନୁଷ୍ଠିତ ହୋଇଥିଵା ଵେଳେ କିଶନନଗର ଵିଶ୍ୱ।ଳପଡା ଠାରେ ଥିଵା ମଣ୍ଟେସୋରୀ ଆଗ୍ରୋଟେକ ଶୀତଳଭଣ୍ଡାର ପରିସରରେ ପରିଚାଳନା ନିର୍ଦ୍ଦେଶକ  ଇଂ ମାନସ କୁମାର ଲେଙ୍କା ଙ୍କ ପରିଚାଳନାରେ ଵିଧିରକ୍ଷା ପୂର୍ଵକ ଯଥାବିଧ ପୂଜା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *