Tuesday , June 6 2023
Breaking News
Home / ବିଶେଷ /   ଓଡ଼ିଆ ପୁଅ ତିରୁପତି ମନ୍ଦିର ସଭ୍ୟ

  ଓଡ଼ିଆ ପୁଅ ତିରୁପତି ମନ୍ଦିର ସଭ୍ୟ

ଭୁବନେଶ୍ୱର,୧୭/୦୯/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଆ ପୁଅ ତଥା ଓବିସି ମୋର୍ଚାର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୁଷ୍ମନ୍ତ ଦାସ ତିରୁମାଲା ତିରୁପତି ଦେବସ୍ଥାନମ୍ସର ମନ୍ଦିର କମିଟର ସଭ୍ୟ ଭାବେ ମନୋନୀତ ହୋଇଛନ୍ତି । ଚଳିତ ବର୍ଷକୁ ମିଶାଇ ଦ୍ୱିତୀୟ ଥର ପାଇଁ ସେ ଏହି ସଭ୍ୟ ହୋଇପାରିଛନ୍ତି । ଯାହାକି ଆମ ଓଡ଼ିଶା ପାଇଁ ଏକ ଖୁସିର ବିଷୟ । ଏଥିପାଇଁ ଓଡ଼ିଶାର ବହୁ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.