Monday , December 6 2021
Breaking News
Home / ବିଶେଷ / ରାଜ୍ୟରେ ପ୍ରଥମ ସିଏନଜି ଚାଳିତ ଟ୍ରକ୍ ଉଦ୍ଘାଟିତ

ରାଜ୍ୟରେ ପ୍ରଥମ ସିଏନଜି ଚାଳିତ ଟ୍ରକ୍ ଉଦ୍ଘାଟିତ

କଟକ ସଦର(,୧୬/୦୯/୨୦୨୧(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସବୁମନ୍ତେ ଚିନ୍ତା କରାଯାଉଛି। ଏପରିକି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ଗୁରୁତ୍ବ ଦେଉଥିବା ବେଳେ ଆଜି ଗୁରୁବାର ଵିଶ୍ୱ ଓଜୋନ ଦିଵସ ପାଳନ ଅବସରରେ ଟାଙ୍ଗି- ଚୈ।ଦ୍ୱ।ର ବ୍ଲକ ଗଉଡଗାଁ ପଞ୍ଚାୟତ ଵିଶ୍ୱ।ଳୀ ଠାରେ ଥିବା ଡାଲମିଆ- ଭାରତ ପରିଚାଳିତ କପିଳାସ ସିମେଣ୍ଟ ଫ୍ୟାକ୍ଟ୍ରି ପରିସରରେ ଓଡ଼ିଶା ରାଜ୍ୟର ପ୍ରଥମ ସିଏନଜି ( କମ୍ପ୍ରେସ୍ ନେଚୁରାଲ ଗ୍ୟାସ୍) ଚାଳିତ ଟ୍ରକ୍ ଉଦ୍ଘାଟିତ ହୋଇଯାଇଛି। ଟ୍ରକରେ ରହିଥିଵା ୩ ଟି ଟାଙ୍କିରେ ୮୦ କିଗ୍ରା ଗ୍ୟାସ୍ ଭରିଲେ ତାହା ପ୍ରାୟ ୫୬୦ କିମି ରାସ୍ତା ଚଳାଚଳ କରିବ ଵୋଲି ଟାଟା ମୋଟର୍ସ ପକ୍ଷରୁ କୁହାଯାଇଛି।ଏହା ସଫଳ ହେଲେ ଆଗାମୀ ଦିନରେ ସିଏନଜି ଚାଳିତ ଟ୍ରକ୍ ସହିତ ଯାତ୍ରିଵାହୀ ଵସ ର ମଧ୍ୟ ଚାହିଦା ବୃଦ୍ଧି ପାଇଵ। ଓଡ଼ିଶା ସମାଚାର

About admin

Check Also

ଜୱାଦ ବାତ୍ୟା ଜନିତ ବର୍ଷାରେ ସହର ସମେତ ଗ୍ରାମାଂଚଳ ଜଳାର୍ଣ୍ଣବ

କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଲଘୁଚାପ ଯୋଗୁ ଜୱାଦ ବାତ୍ୟା ଜନିତ ପ୍ରବଳ ବର୍ଷାରେ କେନ୍ଦ୍ରାପଡା ସହର ସମେତ ସହରର ଆଖପାଖ ଗ୍ରାମାଂଚଳର …

Leave a Reply

Your email address will not be published. Required fields are marked *