Monday , September 25 2023
Breaking News
Home / ବିଶେଷ / ଆଇଟିଆର ତଥ୍ୟ ଲିକ୍ ମାମଲା ର ଅଧିକ ତଦନ୍ତ ପାଇଁ ଏନଆଇଏ ର ଟିମ୍ ବାଲେଶ୍ୱର ରେ

ଆଇଟିଆର ତଥ୍ୟ ଲିକ୍ ମାମଲା ର ଅଧିକ ତଦନ୍ତ ପାଇଁ ଏନଆଇଏ ର ଟିମ୍ ବାଲେଶ୍ୱର ରେ

ବାଲେଶ୍ୱର, ୧୬/୦୯/୨୦୨୧(ଓଡ଼ିଶା ସମାଚାର)- ବାଲେଶ୍ୱରର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ବିଭାଗ ଅଧୀନ ଆଇଟିଆରର ତଥ୍ୟ ଲିକ୍ ମାମଲାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । କ୍ରାଇମବ୍ରାଞ୍ଚର ଏସଆଇଟି ଏହାର ତଦନ୍ତ କରୁଥିବାବେଳେ ଅଧିକ ତଦନ୍ତ ପାଇଁ ଏନଆଇଏର ଏକ ଦୁଇ ଜଣିଆ ଅଧିକାରୀ ଦଳ ବାଲେଶ୍ୱର ରେ ପହଂଚି ଜିଲା ପୋଲିସ କାର୍ଯ୍ୟାଳୟରେ ଏସପି ଙ୍କ ସହିତ ଆଲୋଚନା କରୁଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *