Sunday , September 26 2021
Breaking News
Home / ବିଶେଷ / ହୀରାକୁଦ ଜଳ ଭଣ୍ଡାର ର ୨୮ଟି ଗେଟ୍ ଖୋଲା

ହୀରାକୁଦ ଜଳ ଭଣ୍ଡାର ର ୨୮ଟି ଗେଟ୍ ଖୋଲା

ସମ୍ୱଲପୁର, ୧୫/୦୯/୨୦୨୧(ଓଡ଼ିଶା ସମାଚାର)-ଉପରେ ମୁଣ୍ଡରେ ବର୍ଷା କାରଣରୁ ହୀରାକୁଦ ଜଳ ଭଣ୍ଡାରରେ ଜଳ ସ୍ତର ବଢ଼ିବାରେ ଲାଗିଛି । ଆଜି ସନ୍ଧ୍ୟା ସୁଦ୍ଧା ୨୮ଟି ଗେଟ୍ ଖୋଲାଯାଇଛି । ପ୍ରତି ସେକେଣ୍ଡ୍ରେ ୩ ଲକ୍ଷ ୧୯ ହଜାର ୧୩୧ କ୍ୟୁସେକ୍ ଜଳ ଡ୍ୟାମ୍ ମଧ୍ୟକୁ ପ୍ରବେଶ କରୁଥିବା ବେଳେ ଅନ୍ୟପଟେ ୪ ଲକ୍ଷ ୭୦ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେବା ନେଇ ସୂଚନା ମିଳିଛି ।
ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ୬୩୦ ଫୁଟ ଉପରେ ଜଳସ୍ତର ରହିଛି ।ତେଣୁ ଏହାକୁ କମାଇବା ଆବଶ୍ୟକତା ଦେଖାଦେଇଛି । ଓଡ଼ିଶା ସମାଚାର

About admin

Check Also

କୁଜଙ୍ଗ ଥାନାର ନୂତନ ଅଧିକାରୀଙ୍କୁ ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ବ୍ଳକ ତରଫରୁ ସମ୍ବର୍ଦ୍ଧନା

ପାରାଦୀପ ୨୫/୦୯/୨୦୨୧(ଓଡ଼ିଶା ସମାଚାର)- ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ବ୍ଳକ ତରଫରୁ କୁଜଙ୍ଗ ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀଙ୍କୁ ଫୁଲତୋଡା …

Leave a Reply

Your email address will not be published. Required fields are marked *