Friday , August 19 2022
Breaking News
Home / ତାଜା ଖବର / ତମାଣ୍ଡୋ ଥାନା ଆଗରେ ଯୁବକଙ୍କୁ ଛୁରାମାଡ଼

ତମାଣ୍ଡୋ ଥାନା ଆଗରେ ଯୁବକଙ୍କୁ ଛୁରାମାଡ଼

ଭୁବନେଶ୍ୱର,୧୫/୦୯/୨୦୨୧(ଓଡ଼ିଶା ସମାଚାର)- ଭୁବନେଶ୍ୱର ଉପକଂଠ ତମାଣ୍ଡୋ ଥାନା ଆଗରେ ଜଣେ ଯୁବକଙ୍କୁ ଛୁରା ମାଡ଼ ହୋଇଛି । ଏମ୍ସିଏଲ୍ଗଳିରେ ଦୁଇଜଣ ଦୁବୃର୍ତ୍ତ ଛୁରୀ ଏବଂ ହେଲ୍ମେଟ୍ ସାହାଯ୍ୟରେ ଜଣେ ଯୁବକଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି । ଗୁରୁତର ଆହତ ଯୁବକଙ୍କୁ ସଙ୍ଗେସଙ୍ଗେ ଏମ୍ସ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି । ଆହତ ଯୁବକ ଜଣକ ବାଲିଆପଡ଼ାର ଭରତ ସାହୁ ବୋଲି ଜଣାପଡ଼ିଛି । ତେବେ ତାଙ୍କୁ କାହିଁକି ଓ କିଏ ଆକ୍ରମଣ କରିଛି, ତାହା ଜଣାପଡ଼ିନାହିଁ । ଓଡ଼ିଶା ସମାଚାର

About admin

Check Also

ତାଜା ଖବର : ହୀରାକୁଦ ଜଳ ଭଣ୍ଡାର ର ୩୪ ଟି ଗେଟ୍ ଖୋଲା

ସମ୍ବଲପୁର,୧୩/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଆଉ ୪ ଟି ଗେଟ ଖୋଲିଲା । ବର୍ତମାନ ମୋଟ ୩୦ ଟି …

Leave a Reply

Your email address will not be published.