Thursday , May 26 2022
Breaking News
Home / ସ୍ୱାସ୍ଥ୍ୟ / ଆଜି କେନ୍ଦ୍ରାପଡ଼ା ଜିଲାରେ ମାତ୍ର ୩ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ

ଆଜି କେନ୍ଦ୍ରାପଡ଼ା ଜିଲାରେ ମାତ୍ର ୩ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ

କେନ୍ଦ୍ରାପଡ଼ା,୧୫/୦୯/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ମାତ୍ର ୩ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୁଚନା ଅନୁସାରେ କେନ୍ଦ୍ରାପଡ଼ା ବ୍ଲକ୍ ରେ ୨ ଜଣ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡ଼ା ମୁନିସିପାଲିଟିରେ ଜଣେ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ପୁରୁଷ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ସଂଘର ୧୧ତମ ଦ୍ୱିବାର୍ଷିକ ଅଧିବେଶନ ଅନୁଷ୍ଠିତ

ଭୁବନେଶ୍ୱର , ୨୩/୦୫/୨୦୨୨( ଓଡ଼ିଶା ସମାଚାର )- ଓଡ଼ିଶା ରାଜ୍ୟ ପୁରୁଷ ବହମୁଖୀ ସ୍ୱାସ୍ଥ୍ୟକର୍ମୀ ସଂଘର ୧୧ତମ ଦ୍ୱିବାର୍ଷିକ ଅଧିବେଶନ …

Leave a Reply

Your email address will not be published. Required fields are marked *