Tuesday , September 28 2021
Breaking News
Home / ବିଶେଷ / କଟକ ଚଣ୍ଡୀ ମନ୍ଦିର ଆଗରେ ନଗର ବିଜେପି ର ସମୁହ ଦୀପଦାନ ଓ ପ୍ରାର୍ଥନା

କଟକ ଚଣ୍ଡୀ ମନ୍ଦିର ଆଗରେ ନଗର ବିଜେପି ର ସମୁହ ଦୀପଦାନ ଓ ପ୍ରାର୍ଥନା

କଟକ ସଦର , ୧୪/୦୯/୨୦୨୧(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): ଗତକାଲି ଲଗାଣ ବର୍ଷାରେ କଟକ ଚଣ୍ଡୀ ମନ୍ଦିରର ଛାତ ଗଳିପଡିଥିଵାରୁ କ୍ରୋଧିତ ମା’ ଙ୍କୁ ଶାନ୍ତ କରାଇବା ଓ ଆସନ୍ତା ଦୂର୍ଗା ପୂଜାକୁ ନିର୍ଭିଘ୍ନରେ କରାଇବା ପାଇଁ ଆଜି ମଙ୍ଗଳବାର ନଗର ଵିଜେପି ସଭାପତି ଲଲାଟେନ୍ଦୁ ଵଡୁଙ୍କ ନେତୃତ୍ବରେ ଚଣ୍ଡୀ ମନ୍ଦିର ଆଗରେ ସମୁହ ଦିପଦାନ ଓ ପ୍ରାର୍ଥନା କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ଲକ୍ଷ୍ମୀଧର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଚଳଚ୍ଚିତ୍ର ଅଭିନେତା ଶ୍ରୀତମ୍ ଦାସ, ସୁକାନ୍ତ ଵିଶ୍ୱ।ଳ, ରାଜ୍ୟ ସଂଖ୍ୟାଲଘୁ ସେଲ ସଭାପତି ସିକନ୍ଦର ଅଲ୍ଲି, ରାଜ୍ୟ ସଂପାଦିକା ରଶ୍ମି ରେଖା ଦାସ, ହେମନ୍ତ ବେହେରା ପ୍ରମୁଖ ଵହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଓଡ଼ିଶା ସମାଚାର

About admin

Check Also

ସାଲେପୁର ରେ ଭାରତବନ୍ଦର  ପ୍ରଭାବ

 ସାଲେପୁର୨୭/୦୯/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ଆଜି ସାଲେପୁର ରେ ଭାରତବନ୍ଦ ର ପ୍ରଭାବ  ଦେଖିବାକୁ ମିଳିଛି । କୃଷି …

Leave a Reply

Your email address will not be published. Required fields are marked *