Monday , October 2 2023
Breaking News
Home / ବିଶେଷ / ୨୫ ଟି ଛେଳି ଚୋରାଇନେଲେ  ଦୁର୍ବୃତ୍ତ, ଚାଷୀ ହତାଶ

୨୫ ଟି ଛେଳି ଚୋରାଇନେଲେ  ଦୁର୍ବୃତ୍ତ, ଚାଷୀ ହତାଶ

ନିଶ୍ଚିନ୍ତକୋଇଲି ୧୩/୦୯/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତରକୂଳ ଗ୍ରାମପଞ୍ଚାୟତ ର ଉତ୍ତରକୁଳ ଗାଁ ର ବିଭୁତି ଭୂଷଣ ଦାସ ଛେଳି ରଖି ନିଜର ପରିବାର ପ୍ରତିପୋଷଣ କରଥାନ୍ତି।କିନ୍ତୁ ଦୁର୍ବୃତ୍ତ ମାନେ ଶନି ବାର ରାତି ଅଧରେ ଆସି ବିଭୁତି ଙ୍କ ଗୁହାଳରୁ 25ଟିବଡ଼  ଛେଳି ଚୋରାଇ ନେଇ ଗୁହାଳ  ଖାଲି କରିଦେଇ ଛନ୍ତି ।ମାତ୍ର  ୩ଟି ଛୁଆ ଛେଳିକୁ ଛାଡ଼ିଦେଇ ଯାଇଥିବା ବିଭୁତି ଅଭିଯୋଗ କରିଛନ୍ତି ।ବିଭୁତି ଙ୍କ କହିବା ଅନୁଯାୟୀ ଛେଳି ର ଆନୁମାନିକ ମୂଲ୍ୟ ୫ଲକ୍ଷଟଙ୍କା  ହେବ।ଏସଂକ୍ରାନ୍ତ ରେ ଥାନାରେ ଅଭିଯୋଗ କରିଥିଲେ ହେଁ ପୋଲିସ ଗୁରୁତ୍ୱ ନେଇନଥିବା ଅଭଯୋଗ ହୋଇଛି । କ୍ଷତି ପୁରରଣ ପାଇଁ ଗଣମାଧ୍ୟମ ଜରିଆରେ ବିଭୁତି ଓ ତାଙ୍କ ପତ୍ନୀ ପ୍ରଶାସନ କୁ ନିବେଦନ କରିଛନ୍ତି। ଓଡିଶା ସମାଚାର

Leave a Reply

Your email address will not be published. Required fields are marked *