Tuesday , September 28 2021
Breaking News
Home / ଶିକ୍ଷା / ୧୨ ଟି ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ରେନି ଡ଼େ ଛୁଟି

୧୨ ଟି ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ରେନି ଡ଼େ ଛୁଟି

ଭୁବନେଶ୍ୱର,୧୩/୦୯/୨୦୨୧(ଓଡ଼ିଶା ସମାଚାର)- ଲଘୁଜାପ ଜନିତ ଅଭୂତପୂର୍ବ ଲଗାଣ ବର୍ଷାରେ ସାରା ଓଡ଼ିଶା ବେହାଲ । ଏହାକୁ ଦୃଷ୍ଟିରେ ରଖି ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ୧୨ ଟି ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏହି ୧୨ ଟି ଜିଲ୍ଲାଗୁଡିକ ହେଉଛି ପୁରୀ, ଖୋର୍ଦ୍ଧା କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ , ନୟାଗଡ.,ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼ । ଓଡ଼ିଶା ସମାଚାର

About admin

Check Also

ମଠକରଗୋଳା ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ – ୬୫ ୟୁନିଟ ରକ୍ତ ସଂଗ୍ରହ

ଭୁବନ,୨୫/୦୯/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ ଜାତୀୟସେବ ।ଯୋଜନା,ୟୁଥ ରେଡକ୍ରସ,ବଏଜ ସ୍କାଉଟ ଗାଇଡ ତଥା ଆଭ୍ୟନ୍ତରୀଣ ଗୁଣବତା …

Leave a Reply

Your email address will not be published. Required fields are marked *