କେନ୍ଦ୍ରାପଡ଼ା,୧୩/୦୯/୨୦୨୧(ଓଡ଼ିଶା ସମାଚାର)- ଗତ ୩ ଦିନ ଧରି ଲଘୁଚାପ ଜନିତ ଲଗାଣ ଓ ଅଭୁତପୂର୍ବ ବର୍ଷା ଫଳରେ ବନ୍ୟା ପରିସ୍ଥିତି ଉପୁଜିପରରେ । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ୨୪ ଘଂଟିଆ କଂଟ୍ରୋଲ ରୁମ୍ ଖୋଲାଯାଇଛି । କେନ୍ଦ୍ରାପଡ଼ା ବ୍ଲକ୍ ବିଡ଼ିଓ ଅଶ୍ୱିନୀ କୁମାର ଦାସ କଂଟ୍ରୋଲ ରୁମ୍ ନଂ -୮୨୪୯୮୦୪୬୭୦,ଡ଼େରାବିଶି ବ୍ଲକ୍ ବିଡ଼ିଓ ଗୋପବନ୍ଧୁ ଭୋସାଗର କଂଟ୍ରୋଲ ରୁମ୍ ନଂ -୦୬୭୨୭୨୨୦୨୬୭ ,ମାର୍ଶାଘାଇ ବ୍ଲକ୍ ବିଡ଼ିଓ ନୀରଂଜନ ସାହୁ କଂଟ୍ରୋଲ ରୁମ୍ ନଂ – ୯୪୩୯୨୫୪୮୮୩,ମହାକାଳପଡ଼ା ବ୍ଲକ୍ ବିଡ଼ିଓ ଦେବାଶିଷ ରାଉତ କଂଟ୍ରୋଲ ରୁମ୍ ନଂ – ୯୭୭୭୬୪୦୮୧୧,ଗରଦପୁର ବ୍ଲକ୍ ବିଡ଼ିଓ ରଂଜିତ କୁମାର ମଲିକ କଂଟ୍ରୋଲ ରୁମ୍ ନଂ -୮୮୯୫୮୮୧୪୫୭,ପଟ୍ଟାମୁଣ୍ଡାଇ ବ୍ଲକ୍ ବିଡ଼ିଓ ଭରତ ଚନ୍ଦ୍ର ପରିଡ଼ା କଂଟ୍ରୋଲ ରୁମ୍ ନଂ – ୮୧୪୪୦୭୯୩୦୦,ଆଳି ବ୍ଲକ୍ ବିଡ଼ିଓ ଦିବ୍ୟେନ୍ଦୁ ଦାସ କଂଟ୍ରୋଲ ରୁମ୍ ନଂ – ୯୮୫୩୭୮୯୩୫୯,ରାଜନଗର ବ୍ଲକ୍ ବିଡ଼ିଓ ରବିନ୍ଦ୍ର ପ୍ରଧାନ କଂଟ୍ରୋଲ ରୁମ୍ ନଂ – ୭୬୦୬୦୪୬୭୧୯, ରାଜକନିବା ବ୍ଲକ୍ ବିଡ଼ିଓ ଅଶୋକ କୁମାର ମହାନ୍ତି କଂଟ୍ରୋଲ ରୁମ୍ ନଂ – ୦୬୭୨୯୨୪୮୬୨୧, କେନ୍ଦ୍ରାପଡ଼ା ମୁନିସିପାଲିଟି ଦାୟିତ୍ୱରେ ଦେବପ୍ରସାଦ ବଳ କଂଟ୍ରୋଲ ରୁମ୍ ନଂ -୦୬୭୨୭୨୩୨୭୮୮/ ୦୬୭୨୭-୨୩୨୭୮୦, ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଦାୟିତ୍ୱରେ ସମ୍ପଦ କୁମାର ସ୍ୱାଇଁ କଂଟ୍ରୋଲ ରୁମ୍ ନଂ -୦୬୭୨୯୨୨୪୨୩୨, କେନ୍ଦ୍ରାପଡ଼ା ଜିଲା ଜରୁରୀ କାଳୀନ କେନ୍ଦ୍ର ଦାୟିତ୍ୱରେ ସମ୍ବିତ ଶତପଥି କଂଟ୍ରୋଲ ରୁମ୍ ନଂ -୮୭୬୩୩୪୯୪୩୮ । ଓଡ଼ିଶା ସମାଚାର