Friday , August 19 2022
Breaking News
Home / ତାଜା ଖବର / କାନ୍ଥ ପଡ଼ି ଜଣେ ୬୨ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ

କାନ୍ଥ ପଡ଼ି ଜଣେ ୬୨ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ

ପାଟକୁରା, ୧୩/୦୯/୨୦୨୧(ଓଡ଼ିଶା ସମାଚାର)- ଗତ ୩ ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷାରେ ରବିବାର ରାତିରେ ପାଟକୁରା ଥାନା ବଡ଼ବେତ୍ରା ଗ୍ରାମରେ କାନ୍ଥ ପଡ଼ି ଜଣେ ୬୨ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରବିବାର ରାତିରେ ଖାଇ ପିଇ ଶୋଇଥିବା ଅଭୟ ମହାପାତ୍ର (୬୨ ) ଙ୍କ ଉପରେ ବିଳମ୍ବିତ ରାତିରେ କାନ୍ଥ ପଡ଼ି ସେ କାନ୍ଥ ତଳେ ରହିଯାଇଥିଲେ । ଆଜି ସକାଳେ ଅଭୟ କାନ୍ଥ ତଳେ ରହିଥିବା ଦେଖି ଦମକଳ କେନ୍ଦ୍ରକୁ ଖବର ଦିଆଯିବା ପରେ ଦମକଳ ବାହିନୀ ପହଂଚି କାନ୍ଥ ତଳୁ ମୃତ ଅବସ୍ଥାରେ ଅଭୟ ଙ୍କୁ ଉଦ୍ଧାର କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.