Monday , January 24 2022
Breaking News
Home / ରାଜନୀତି / କଟକର ଦୁଇ ଟାଣୁଆ ନେତା ନେତ୍ରୀ ଙ୍କ ଵିଜେପିରୁ ଇସ୍ତଫା

କଟକର ଦୁଇ ଟାଣୁଆ ନେତା ନେତ୍ରୀ ଙ୍କ ଵିଜେପିରୁ ଇସ୍ତଫା

 କଟକ ସଦର, ୧୩/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ଲଗାଣ ବର୍ଷାରେ କଟକରେ ଘର ଵୁଡି ପାଣି ଆଣ୍ଠୁଏ ହୋଇଥିଵା ଵେଳେ ଏପଟେ ମୂର୍ତ୍ତି ଉଚ୍ଚତା କୁ ନେଇ ଵିଜେପି କଟକ ଵନ୍ଦରେ ଲାଗିପଡିଥିଵା ଵେଳେ ସେପଟେ ଆଜି ଦୁଇ ବରିଷ୍ଠ ନେତା ନେତ୍ରୀ ସେମାନଙ୍କୁ ଅଣଦେଖା କରାଯାଉଥିବା ପ୍ରତିଵାଦରେ ଦଳ ଛାଡି ଥିଵା ଖଵର ହଇଚଇ ସୃଷ୍ଟି କରିଛି।

   ରାଜକୁମାରୀ ସ୍ୱ।ଇଁ
ହୃଷିକେଶ ପ୍ରଧାନ

ପ୍ରଚାରିତ ଖଵର ଅନୁସାରେ ସହରର ୫୮ ନମ୍ଵର ୱ।ର୍ଡ ପୂର୍ଵତନ କର୍ପୋରେଟର ହୃଷିକେଶ ପ୍ରଧାନ ଓ ସଦରର ୫୨ ନମ୍ଵର ୱ।ର୍ଡର କର୍ପୋରେଟର ରାଜକୁମାରୀ ସ୍ୱ।ଇଁ ଵିଜେପିରୁ ଇସ୍ତଫା ଦେଇଥିବା କହିଛନ୍ତି। ଏଥିପାଇଁ ଦଳ ପକ୍ଷରୁ କୈ।ଣସି ସ୍ପଷ୍ଟୀକରଣ ଦିଆଯାଇନଥିଲା ଵେଳେ ସେମାନେ ବିଜେଡ଼ି ରେ ମିଶିଵାକୁ ନେଇ ଚର୍ଚ୍ଚା ହେଉଛି। ଓଡ଼ିଶା ସମାଚାର

About admin

Check Also

ଗରଦପୁର ଜିଲା ପରିଷଦ . . ବିଜେପି ଟିକଟ ରୁ ବାଦ ପଡ଼ିଲେ ଦଳର ୨ ଜଣ ଜିଲା ପରିଷଦ ସଦସ୍ୟ 

୨୦/୧/୨୦୨୨ (ଓଡ଼ିଶା ସମାଚାର)- ବହୁ ବିଳମ୍ବରେ ଆଜି ବିଜେପି ତାର ଜିଲା ପରିଷଦ ପ୍ରାର୍ଥି ତାଲିକା ଘୋଷଣା କରିଛି । …

Leave a Reply

Your email address will not be published. Required fields are marked *