Friday , August 19 2022
Breaking News
Home / ବିଶେଷ / ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ଦାସ ଗୋଷ୍ଟିକେନ୍ଦ୍ର ଓ ଉତ୍କଳ ମଣି ଗୋପବନ୍ଧୁ ଷ୍ଟଡି ସର୍କଲ ପକ୍ଷରୁ ଆଲୋଚନା ଚକ୍ର

ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ଦାସ ଗୋଷ୍ଟିକେନ୍ଦ୍ର ଓ ଉତ୍କଳ ମଣି ଗୋପବନ୍ଧୁ ଷ୍ଟଡି ସର୍କଲ ପକ୍ଷରୁ ଆଲୋଚନା ଚକ୍ର

କଟକ, ୧୨/୦୯/୨୦୨୧(ଓଡ଼ିଶା ସମାଚାର) କଟକ ସଦର ବ୍ଲକ କନ୍ଦରପୁର ଥାନା ଆୟତପୁର ପଞ୍ଚାୟତ ଉପକଣ୍ଠ  ଦାମୋଦରପୁର-୨ର ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ଦାସ ଗୋଷ୍ଟିକେନ୍ଦ୍ର ଓ ଉତ୍କଳ ମଣି ଗୋପବନ୍ଧୁ ଷ୍ଟଡି ସର୍କଲ ମିଳିତ ଆନୁକୁଲ୍ୟରେ ଶିକ୍ଷା ଓ ସମାଜ ସଂସ୍କାର ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ପତିତପାବନ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ସମାଜସେବୀ ପ୍ରଦୀପ୍ତ ମାହାଳି, ସମ୍ମାନିତ ଅତିଥି ଭାଗିରଥି ବଳ,ସମ୍ପାଦକ ମହମ୍ମଦ ଓସିଉଲ୍ଲା ଏବଂ ଗ୍ରାମବାସୀ, ଅନୁଷ୍ଠାନର ସଭ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.