Tuesday , September 28 2021
Breaking News
Home / ଶିକ୍ଷା / ମନ୍ତ୍ରୀପ୍ରଫୁଲ୍ଲ ମଲ୍ଲିକ ଙ୍କ ମୋ ସ୍କୁଲ ପରିଦର୍ଶନ

ମନ୍ତ୍ରୀପ୍ରଫୁଲ୍ଲ ମଲ୍ଲିକ ଙ୍କ ମୋ ସ୍କୁଲ ପରିଦର୍ଶନ

ଭୁବନ ୧୧/୦୯/୨୦୨୧(ଓଡ଼ିଶା ସମାଚାର)-କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି,ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଆଜି ଦିନିକିଆ ଗସ୍ତରେ ଭୁବନ ଆସି ‘ମୋ ସ୍କୁଲ ଅଭିଯାନ’ରେ ନବକଳେବର ହେଉଥିବା ଭୁବନ ବ୍ଲକର ସୁରପ୍ରତାପପୁର ଶ୍ରୀ ଅରବିନ୍ଦ ଉଚ୍ଚ ବିଦ୍ୟାଳୟ ଓ ମାର୍ଥାପୁର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ସମୀକ୍ଷା କରି ଉଚ୍ଚ ପ୍ରଶଂସା କରିଥିଲେ । ବିଡିଓ ଆଶୀର୍ବାଦ ପରିଡା ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ,ସୁରପ୍ରତାପପୁର ଶ୍ରୀ ଅରବିନ୍ଦ ଉଚ୍ଚ ବିଦ୍ୟାଳୟକୁ ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ଓଡ଼ିଶାସମାଚାର

About admin

Check Also

ମଠକରଗୋଳା ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ – ୬୫ ୟୁନିଟ ରକ୍ତ ସଂଗ୍ରହ

ଭୁବନ,୨୫/୦୯/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ ଜାତୀୟସେବ ।ଯୋଜନା,ୟୁଥ ରେଡକ୍ରସ,ବଏଜ ସ୍କାଉଟ ଗାଇଡ ତଥା ଆଭ୍ୟନ୍ତରୀଣ ଗୁଣବତା …

Leave a Reply

Your email address will not be published. Required fields are marked *