ଭୁବନ ୦୮/୦୯/୨୦୨୧(ଓଡ଼ିଶା ସମାଚାର)- ଭୁବନ ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷକ ଭାବେ ପ୍ରତାପ ଶତପଥି ଯୋଗଦାନ କରିଛନ୍ତି । ମୋ ସ୍କୁଲ ଆବାହକ ଶୁଭେନ୍ଦୁ ସାହୁ , ସଭାପତି ପ୍ରଭାସ କୁମାର ସେନାପତି.ସଭ୍ୟ ଜୟଗୁରୁ ପାତ୍ର,ପିଟିଏ ସଭାପତି ମନୋଜ କୁମାର ପୋଥାଳ,ଶିକ୍ଷକ ଦିଲ୍ଲୀପ ତ୍ରିପାଠୀ ପ୍ରମୁଖ ନୂତନ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶତପଥି ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ଓଡ଼ିଶା ସମାଚାର